SBIରେ ୭୦୦ ପଦବୀରେ ହେଉଛି ନିଯୁକ୍ତି, ଏମିତି କରନ୍ତୁ ଆବେଦନ

ନୁଆଦିଲ୍ଲୀ ୧୮/୯: SBIରେ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ । ସମୁଦାୟ ୭୦୦ ପଦରେ ନିଯୁକ୍ତି ହେବାକୁ ଯାଉଛି । ପଦରେ ଆବେଦନ ପାଇଁ ୬ ଅକ୍ଟୋବର, ୨୦୧୯ ଅନ୍ତିମ ତିଥି ନିର୍ଦ୍ଧାରିତ କରାଯାଇଛି । ଇଛୁକ ପ୍ରାର୍ଥୀ ୱେବସାଇଟ୍ https://www.sbi.co.in  ମାଧ୍ଯମରେ ୧୭.୯.୨୦୧୯ ରୁ ୬.୧୯. ୨୦୧୯ ମଧ୍ଯରେ ଅନଲାଇନରେ ଆବେଦନ କରିପାରିବେ । ଚୟନ ପ୍ରକ୍ରିୟା ଅନଲାଇନ୍ ଲିଖିତ ପରୀକ୍ଷାରେ ଆଧାରିତ ।

ପଦ ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହୋଇଥିବା ଜରୁରୀ । ପ୍ରାର୍ଥୀଙ୍କୁ ସର୍ବନିମ୍ନ ୨୦ ବର୍ଷ ଏବଂ ସର୍ବାଧିକ ୨୮ ବର୍ଷ ବୟସ ହୋଇଥିବା ନିର୍ଦ୍ଧାରିତ କରାଯାଇଛି  ।

ଅନଲାଇନ୍ ଆବେଦନ କରିବାର ପ୍ରାରମ୍ଭିକ ତିଥି -୧୭ ସେପ୍ଟେମ୍ବର ୨୦୧୯

ଅନଲାଇନ୍ ଆବେଦନ କରିବାର ଅନ୍ତିମ ତିଥି- ୬ ଅକ୍ଟୋବର ୨୦୧୯

ଆଡମିଟ୍ କାର୍ଡ ଜାରି ହେବାର ତିଥି – ୧୫ ଅକ୍ଟୋବର କିମ୍ବା ଏହା ପରେ

ଅନଲାଇନ୍ ପରୀକ୍ଷା ତିଥି -୨୩ ଅକ୍ଟୋବର ୨୦୧୯

ଅଫିସିଆଲ୍ ୱେବସାଇଟ୍ ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଅଫିସିଆଲ୍ ଅଧିସୂଚନା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଅନଲାଇନ୍ ଆବେଦନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

   ସମ୍ବନ୍ଧିତ ଖବର


ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା