PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

କାରୁଣ୍ଡ କୃଷକ ବିହନ ଭଣ୍ଡାର ଉଦଘାଟିତ – ସୁଲଭ ମୂଲ୍ୟରେ ଉନ୍ନତମାନର ବିହନ ପାଇବେ ଚାଷୀ

ମ.ରାମପୁର: (ଆପ୍ର): କଳାହାଣ୍ଡି ଜିଲ୍ଲା ମ.ରାମପୁରସ୍ଥିତ କାରୁଣ୍ଡ ଫାର୍ମର ପ୍ରଡ଼୍ୟୁସର କମ୍ପାନୀ ଲିମିଟେଡ଼ ତରଫରୁ ଆଜି ବସଷ୍ଟାଣ୍ଡଠାରେ ଏକ କାରୁଣ୍ଡ କୃଷକ ବି÷ହନ ଭଣ୍ଡାର ଉଦଘାଟିତ ଡେଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଂଚ ଚିତ୍ତରଂଜନ ବାଗ ଏବଂ ଜଣେ ସଫଳ ଚାଷୀ ତଥା ଯୁବନେତା ଶ୍ରୀକାନ୍ତ ହୋତା ଯୋଗଦେଇ ପୂଜାର୍ଚ୍ଚନା ସହିତ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ଏହି କମ୍ପାନୀର ଅଧିକାରୀବୃନ୍ଦଙ୍କ ସହିତ ଏହାର ପରିଚାଳନା ସଂପର୍କରେ ପଚାରି ବୁଝିଥିଲେ ।

କୃଷି ବିଭାଗର ବିଟିଏମ୍ ଧରମ ସିଂ ମଧ୍ୟ ଉପସ୍ଥିତ ରହିଥିଲେ । ଏହି କମ୍ପାନୀର ନିଦ୍ଦେଶକ ଆଦିତ୍ୟ ପ୍ରତାପ ସିଂହଦେଓ ବିହନ ଭଣ୍ଡାର ଉଦଘାଟନୀ ଅବସରରେ,ଏହି ଭଣ୍ଡାରରେ ଉନ୍ନତମାନର ବିହନ ସବୁ ସୁଲଭ ମୂଲ୍ୟରେ ଚାଷୀମାନଙ୍କୁ ଯୋଗାଇ ଦିଆଯିବ,ଯାହା ଫଳରେ ସେମାନେ ଆଗାମୀ ଦିନରେ ଉପଯୁକ୍ତ ବିହନ ପାଇବା ଫଳରେ ଅଧିକ ଅମଳ କରି ଲାଭବାନ ହେଇପାରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ । କମ୍ପାନୀର ଚେୟାରମେନ ବିଭୂତି ଭୂଷଣ ମହାଖୁଡ଼ଙ୍କ ସମେତ ଅମରେଶ ସିଂ,ହର୍ଷବର୍ଦ୍ଧନ ସିଂହଦେଓ,ପ୍ରକାଶ ଚନ୍ଦ୍ର ମାଝୀ,ଦିଲୀପ କୁମାର ମହାଖୁଡ଼,ଶୁକଦେବ ସାହୁ,ନରୋତ୍ତମ ପଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ସମସ୍ତ କାର୍ଯ୍ୟକ୍ରମ କୋଭିଡ଼ ଗାଇଡ଼ଲାଇନର ପାଳନ ପୂର୍ବକ ସମ୍ପନ୍ନ କରାଯାଇଥିଲା