PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଦିଶା ପାଟନୀଙ୍କ ବିକିନୀ ଫଟୋ ଦେଖି ନାରାଜ୍ ହେଲେ ୟୁଜର୍ସ, କହିଲେ ଦେଶ ଅଶାନ୍ତ ଆଉ ତାଙ୍କୁ ଦେଖ..,ଏହା ବିଜେପି ସରକାରଙ୍କ ଚାଲ୍..

ମୁମ୍ବାଇ ୨୧।୧୨: ଗୋଟିଏ ପଟେ ନାଗରିକତା ସଂଶୋଧନ ଆକ୍ଟ (ସିଏଏ) ବିରୁଦ୍ଧରେ ଦେଶରେ ଆନ୍ଦୋଳନ ଚାଲୁଥିବାବେଳେ ଆଉ ଗୋଟିଏ ପଟେ ଦର୍ଶକଙ୍କ ମନରେ ନିଆଁ ଲଗାଉଛନ୍ତି ବଲିଉଡ଼ର ବୋଲ୍ଡ ଅଭିନେତ୍ରୀ ଦିଶା ପାଟନୀ।

ଇତି ମଧ୍ୟରେ ଦିଶା ନିଜର ଏକ ବିକିନୀ ଫଟୋ ସେୟାର କରି ୟୁଜର୍ସଙ୍କୁ ଖୁସି କରିବାକୁ ଚାହୁଁଥିଲେ। ମାତ୍ର ତାହା ଓଲଟା ହୋଇଗଲା। ବରଂ ୟୁଜର୍ସ ଦିଶାଙ୍କ ଏହି ବିକିନୀ ଫଟୋ ଦେଖି ତାଙ୍କ ଉପରେ ନାରାଜ୍ ହୋଇଯାଇଛନ୍ତି। ୟୁଜର୍ସଙ୍କୁ ତାଙ୍କର ଏହି ଫଟୋ ବିଲକୁଲ୍ ପସନ୍ଦ ଆସିନାହିଁ।

ଦେଶରେ ଚାଲିଥିବା ଅଶାନ୍ତି ମାହୋଲ ଭିତରେ ଦିଶାଙ୍କ ଏହି ଆକ୍ସନ ପାଇଁ ଲୋକେ ତାଙ୍କୁ ବହୁତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଛନ୍ତି। ସୂଚନାଯୋଗ୍ୟ ଯେ, ଦିଶା ନିଜ ଇଂଷ୍ଟାଗ୍ରାମରେ ବିକିନୀ ପିନ୍ଧି ଏକ ଫଟୋ ସେୟାର କରିଛନ୍ତି। ୟୁଜର୍ସ ଏହି ଫଟୋରେ କମେଣ୍ଟ ଦେଇଛନ୍ତି କି, ‘ଏହା ବିଜେପି ସରକାରଙ୍କ ଚାଲ୍ ଅଟେ। ସିଏବି ଏବଂ ଏନଆରସିରୁ ଯୁବପିଢ଼ୀଙ୍କ ଧ୍ୟାନ ହଟାଇବା ପାଇଁ’।

ଆଉ ୟୁଜର୍ସ ଲେଖିଛନ୍ତି କି, ‘ଦେଶ ଏକ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି ଆଉ ତୁମେ ଏହିଭଳି ଫଟୋ ପୋଷ୍ଟ କରିବାରେ ବ୍ୟସ୍ତ ଅଛ।’ ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି କି, ‘ସାରା ଦେଶରେ ପ୍ରତିବାଦ ଚାଳିଛି ଏବଂ ତାଙ୍କୁ ଦେଖ ।’ ଆଉ ଜଣେ ୟୁଜର୍ସ ଲେଖିଛନ୍ତି କି, ‘ଦେଶର ମାହୋଲା ଖରାପ ଅଛି ଆଉ ଏବେ ସେ ନିଜର ବିଜନେସକୁ ବଢ଼ାଇବାକୁ ଲାଗିଛନ୍ତି।’

ଦିଶାଙ୍କ କାମ ବିଷୟରେ କଥା ହେବା ତ ଖୁବ୍ ଶୀଘ୍ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ମଲଙ୍ଗ’ରେ ନଜର ଆସିବେ ଦିଶା। ନିର୍ଦ୍ଦେଶକ ମୋହିତ ସୁରୀଙ୍କ ରୋମାଣ୍ଟିକ୍‌, ଆକ୍ସନ୍‌, ଥ୍ରିଲର ଫିଲ୍ମରେ ମୁଖ୍ୟ ଭୂମିକାରେ ଆଦିତ୍ୟ ରାୟ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଫିଲ୍ମରେ ଆଦିତ୍ୟଙ୍କ ସହ ଦିଶା ପଟାନୀ ମଧ୍ୟ ନଜର ଆସିବେ।

View this post on Instagram

🦋 #MYCALVINS @calvinklein

A post shared by disha patani (paatni) (@dishapatani) on

ସମ୍ବନ୍ଧିତ ଖବର