କରୋନା ନେଲା ଏମ୍‌ସ ଡାକ୍ତରଙ୍କ ଜୀବନ!

ନୂଆଦିଲ୍ଲୀ –କରୋନାରେ ଜଣେ ଡାକ୍ତରଙ୍କ ମୃତ୍ୟୁ। ଦିଲ୍ଲୀ ଏମ୍‌ସର ଜଣେ ସିନୟର ଡାକ୍ତର  ଡାକ୍ତର ଜିତେନ୍ଦ୍ର ନାଥ ପାଣ୍ଡେ (୭୮)ଙ୍କର ଶନିବାର ଦିନ ମୃ୍ତ୍ୟୁ ଘଟିଛି । ସେ ସେଠାରେ ପ୍ରିମିୟର ହସ୍ପିଟାଲରେ ପୁଲମୋଲୋଜି ଡିପାର୍ଟମେଣ୍ଟରେ ଡାଇରେକ୍ଟର ଓ ପ୍ରଫେସର ଭାବେ କାର୍ଯ୍ୟ ତୁଲାଉଥିଲେ । କରୋନା ସଂକ୍ରମିତ ହୋଇ ସେ ସପ୍ତାହ ଧରି ଚିକିତ୍ସିତ ହେଉଥିଲେ ।

ଦିଲ୍ଲୀର ଜଣେ ସିନିୟର ଡାକ୍ତର ସଙ୍ଗିତା ରେଡ୍ଡୀ  ଡାକ୍ତର ପାଣ୍ଡେଙ୍କର କୋଭିଡ୍‌-୧୯ରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି । ସେ ଟ୍ୱିଟ୍‌ ମାଧ୍ୟମରେ ଡଃ ପାଣ୍ଡେଙ୍କର ମୃତ୍ୟୁର ସୂଚନା ଦେଇଛନ୍ତି ।  

   ସମ୍ବନ୍ଧିତ ଖବର


ହ୍ୱାଟ୍ସଆପରେ ଏକାଠି ୫୦ ଲୋକଙ୍କୁ କରିପାରିବେ ଭିଡିଓ କଲ୍, ଜାଣନ୍ତୁ ସହଜ ଉପାୟ

ଏହି ଦେଶର ପ୍ରଧାନମନ୍ତ୍ରୀ ଓ ସମ୍ପୂର୍ଣ୍ଣ ପରିବାର ସଦସ୍ୟ କରୋନା ପଜିଟିଭ

ସେକ୍ସ ୱାର୍କରଙ୍କୁ ମିଳିଲା ସୁଯୋଗ …କିନ୍ତୁ ସାମାଜିକ ଦୂରତା ଅନିବାର୍ଯ୍ୟ ..ଜାଣନ୍ତୁ କଣ ରହିଛି ଗାଇଡ୍‌ ଲାଇନ୍

ବାଇକ୍ ସାନିଟାଇଜ୍ କରୁଥିଲେ କର୍ମଚାରୀ, ହଠାତ୍ ଲାଗି ନିଆଁ ଲାଗିବା ପରେ ସମ୍ପୂର୍ଣ୍ଣ ଜଳିଗଲା

ଫୋନରୁ ଖୋଜି ଖୋଜି ସବୁ ଚାଇନିଜ୍ ଆପ୍ସକୁ ଡିଲିଟ୍ କରିବ ଏହି ଭାରତୀୟ ଆପ୍: ଖାଲି ଥରେ ଡାଉନଲୋଡ୍ କରନ୍ତୁ ବାସ୍, ସେତିକି…

କଷ୍ଟମର କେୟାର କହି ଆକାଉଣ୍ଟରୁ ଉଡାଇନେଲେ ୯ ଲକ୍ଷ ଟଙ୍କା,ସିମ୍ ସ୍ବାପିଂ ଠକେଇ