PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ଭାରତୀୟ ମହିଳା ହକି ଟିମ୍‌ ଜର୍ମାନୀ ଠାରୁ ୨-୦ରେ ହାରିଲା
  • ||
  • ଆନନ୍ଦପୁର : ଗାଧୋଇବା ବେଳେ ଅଘଟଣ, କେନାଲରେ ବୁଡ଼ି ଯୁବକ ମୃତ
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ଆତଙ୍କରାଜ, ୨ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ନୂଆଦିଲ୍ଲୀ: ମୀରାବାଈ ଚାନୁଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ, ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ
  • ||
  • କୋରାପୁଟ: ଭ୍ୟାନରୁ ୧.୮ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ଜୟପୁର ସଦର ପୋଲିସ, ଜଣେ ଗିରଫ
  • ||
  • ସମ୍ବଲପୁର: ବଲାଙ୍ଗୀର ଏନ୍‌ଏଚ୍‌ ଲୁଟ ଘଟଣା, ୬ କୁଖ୍ୟାତ୍ ଟ୍ରକ୍ ଲୁଟେରାଙ୍କୁ ଗିରଫ କଲା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ
  • ||
  • ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨ ଗେଟ୍‌, ମୋଟ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦିୟୁରପ୍ପା
  • ||
  • ଭୁବନେଶ୍ୱର : ତୃତୀୟ ଲହରୀ ଆସିବାର ଏପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ, ସ୍ଥିତି ଦେଖି ଅନ୍‌ଲକ୍‌ ନିଷ୍ପତ୍ତି : ଡିଏମ୍‌ଇଟି
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର ସଦନରେ ଅଗ୍ନିକାଣ୍ଡ, ନିଆଁଲିଭା କାର୍ଯ୍ୟରେ ୪ଟି ଦମକଳ ଗାଡ଼ ନିୟୋଜିତ
  • ||
  • ସାଲେପୁର: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ସ୍ଵାମୀ-ସ୍ତ୍ରୀ ଗୁରୁତର
  • ||
  • ଭୁବନେଶ୍ୱର: ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ୧୬୩୭ ଜଣ କରୋନା ପଜିଟିଭ ଚିହ୍ନଟ
  • ||
  • ଭୁବନେଶ୍ୱର: ଖୋଲିଲା ସ୍କୁଲ, ପାଠପଢ଼ା ଆରମ୍ଭ କଲେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀ
  • ||
  • ଭୋଗରାଇ : ନଦୀ ଘାଟକୁ ପାଣି ଆଣିବାକୁ ଯାଇ ଭାସିଗଲା ନାବାଳକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • କାର୍ଗିଲ ବିଜୟ ଦିବସ : ପାକିସ୍ତାନକୁ ଧୂଳି ଚଟାଇ କାର୍ଗିଲ ଶିଖରରେ ତ୍ରିରଙ୍ଗା ଉଡ଼ାଇଥିଲେ ଭାରତର ବୀର ଯବାନ
  • ||
  • ଭୁବନେଶ୍ୱର : ଆଜି ବାଲେଶ୍ୱରକୁ ଛାଡ଼ି ସବୁଠି ଟିକାକରଣ, ରାଜ୍ୟର ୧୩୦୨ କେନ୍ଦ୍ରରେ ଦିଆଯିବ ଟିକା
  • ||
  • ଆଠଗଡ଼ : ଶ୍ରାବଣ ମାସର ପ୍ରଥମ ସୋମବାର, ଭକ୍ତଶୂନ୍ୟ ବାବା ଧବଳେଶ୍ଵରଙ୍କ ପୀଠ
  • ||
  • ଅନଗୁଳ : ବିଳମ୍ବିତ ରାତିରେ ଘର ପୋଡ଼ିଦେଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୫୭୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କମୁଛି ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୬୩୭ ଜଣ କରୋନା ପଜିଟିଭ୍
  • ||

ସରକାର ନିଜେ ସୁରକ୍ଷା ନିଷ୍ପତ୍ତି ନେଇଥିଲେ, ଆମକୁ ଦରକାର ନାହିଁ: ବିଚ୍ଛିନ୍ନତାବାଦୀ ନେତା

source;http://www.rozanasamachar.com

ଶ୍ରୀନଗର,୧୭।୨:(ଏଜେନ୍ସି) ଜମ୍ମୁ-କଶ୍ମୀର ସରକାରଙ୍କ ଦ୍ବାରା ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା ଫେରାଇ ନିଆଯିବା ଘଟଣାରେ ହୁରିଅତ କନଫ୍ରେନ୍ସର ପ୍ରତିକ୍ରିୟା ମିଳିଛି। ହୁରିଅତ ପକ୍ଷରୁ କୁହାଯାଇଛି ସେମାନେ କେବେ ମଧ୍ୟ ନିଜର ସୁରକ୍ଷା ମାଗିନଥିଲେ। ମୀରଭାଇଜ୍ ଉମର ଫାରୁକଙ୍କ ନେତୃତ୍ବରେ ହୁରିଅତ କନଫ୍ରେନ୍ସ ପକ୍ଷରୁ କୁହାଯାଇଛି ସରକାର ନିଜେ ବିଚ୍ଛିନ୍ନତାବାଦୀଙ୍କୁ ସୁରକ୍ଷା ଦେବାର ନିଷ୍ପତ୍ତି ନେଇଥିଲେ।

source: https://hindi.siasat.com

ଏଠାରେ ଉଲ୍ଳେଖନୀୟ ଯେ ମୀରଭାଇଜ୍ ଉମର ଫାରୁକ୍ ସେହି ୫ ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କ ମଧ୍ୟରେ ସାମିଲ ଅଛନ୍ତି ଯେଉଁମାନଙ୍କ ସୁରକ୍ଷା ହଟାଇ ଦିଆଯାଇଛି। ସେ କହିଛନ୍ତି ସୁରକ୍ଷା ଫେରାଇ ନେଲେ ବିଚ୍ଛିନ୍ନତାବାଦୀ ନେତାଙ୍କ ମନୋବୃତ୍ତି ବଦଳିବନି କିମ୍ବା  ବର୍ତ୍ତମାନର ପରିସ୍ଥିତି ଉପରେ ଏହା କିଛି ପ୍ରଭାବ  ପକାଇବନି। ମୀରଭାଇଜଙ୍କ ବ୍ୟତୀତ ଆଜି ଅବଦୁଲ ଗନି ଭଟ୍ଟ, ବିଲାଲ ଲୋନ, ହାଶିମ କ୍ୟୁରେସି, ଶବିର ଶାହ ଓ ଫଜଲ ହକ୍ କ୍ୟୁରେସିଙ୍କ ସୁରକ୍ଷା ଫେରାଇ ନେବାର ନିଷ୍ପତ୍ତି ହୋଇଛି।

source: https://www.indiatoday.in

ସରକାରୀ ସୁତ୍ର ଅନୁସାରେ ଏହି ନିଷ୍ପତ୍ତି ରବିବାର ସନ୍ଧ୍ୟାରୁ ଲାଗୁ କରାଯିବ। ସେଭଳି  ବିଚ୍ଛିନ୍ନତାବାଦୀ ନେତାଙ୍କ ଗନି ଭଟ୍ଟ କହିଛିନ୍ତ ତାଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ସୁରକ୍ଷାର କୌଣସି ଦରକାର ନାହିଁ। ମୋର ସୁରକ୍ଷା କାଶ୍ମିରୀ ଅଟନ୍ତି। ଭାରତ ଓ ପାକିସ୍ତାନରେ ଯୁଦ୍ଧର ସମ୍ଭାବନା ରହିଛି। ମୋତେ ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ସୁରକ୍ଷାର କିଛି ଆବଶ୍ୟକତା ନାହିଁ।