କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

ସିଙ୍ଗାପୁର: କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା । ଯୌନସୁଖ ଟିକେ ପାଇବା ପାଇଁ କରୋନା କଟକଣାକୁ ବି ଫୁ କରିଦେଉଥିଲା ଜଣେ ଯୁବକ । ଲକଡାଉନ ବେଳେ କଠିନ କଟକଣା ଜାରି ହୋଇଥିବା ସତ୍ତ୍ବେ କାମାନ୍ଧ ଯୁବକ ଜଣକ ଘରର ପାଚେରୀ ଡେଇଁ ବହୁ ମହିଳାଙ୍କ ଅନ୍ତ୍ରବସ୍ତ୍ର ଚୋରାଉଥିଲା । ଏମିତି ଏକ ଘଟଣା ଘଟିଛି ସିଙ୍ଗାପୁରରେ ।

ଲି.ଚି.କିନ୍‌ ନାମକ ଜଣେ ଯୁବକ ଏପରି କରୁଥିବା ସ୍ବିକାର କରିଛି । ନିୟମିତ ଭାବରେ ସେ ଏପରି କରୁଥିବା ସ୍ବିକାର କରିଛି । ସିଙ୍ଗାପୁରର ବିଭିନ୍ନ ଗଳି ଗଳି ବୁଲି ଅଭିଯୁକ୍ତ ଜଣକ ଏପରି କରିଥାଏ । ତେବେ ଯୁବକ ଜଣକ ଜଣେ ଜେଲଦଣ୍ଡ ଭୋଗିଥିବା ଅପରାଧି ମଧ୍ୟ । ପୂର୍ବ ମାସରେ ସେ ଜାମିନରେ ଆସିଥିଲା । ଏହି ସମୟରେ ଜଣେ ମହିଳାଙ୍କ ଅନ୍ତବସ୍ତ୍ର ଚୋରି କରିବା ପାଇଁ ପାଚେରୀ ଭାଙ୍ଗି ଘରେ ପଶିବାକୁ ଉଦ୍ୟମ କରିଥିଲା । ଏହି ସମୟରେ ମହିଳାଙ୍କ ସ୍ବାମୀ ଅଭିଯୁକ୍ତ ଯୁବକଙ୍କୁ ଦେଖିସାରିଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଛି । ପୋଲିସ ଅଭିଯୁକ୍ତର ଘରେ ରେଡ କରିବା ସମୟରେ ୧୦୦ଟି ବ୍ରା ଏବଂ ୪୧ଟି ପ୍ୟାଣ୍ଟି ପୋଲିସକୁ ମିଳିଥିଲା । ଗତ ୨ ବର୍ଷ ଭିତରେ ଅଭିଯୁକ୍ତ ଯୁବକ ଏଗୁଡିକ ସହରର ବିଭିନ୍ନ ସ୍ଥାନରୁ ଚୋରି କରିଥିବା ସ୍ବିକାର କରିଛି ।

ନିଜର ଯୌନଲାଳସାକୁ ମେଣ୍ଟାଇବା ପାଇଁ ସେ ଏପରି କରୁଥିବା କହିଛି । ଦିନରେ ମହିଳାଙ୍କୁ ଦେଖେ ଏବଂ ରାତିରେ ଅନ୍ତବସ୍ତ୍ର ଚୋରି କରିବାକୁ ଯାଉଥଇବା ସେ କୋର୍ଟରେ କହିଛି ।

   ସମ୍ବନ୍ଧିତ ଖବର


ବିଶ୍ବାସ ନା ଅନ୍ଧବିଶ୍ବାସ ! ଭାରତର ଏହି ମନ୍ଦିରରେ କରାଯାଉଛି କଳା କୁକୁରକୁ ପୂଜା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣା, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…