ହୋଟେଲରେ ହାଇପ୍ରୋଫାଇଲ ସେକ୍ସ ରାକେଟ୍ ଠାବ, ୩ ଯୁବତୀଙ୍କ ସହ ୩ ଯୁବକ ଗିରଫ

ଅନୁଗୋଳ ୨୦|୮: ଅନୁଗୋଳ ରେଲୱେ ଷ୍ଟେସନ ନିକଟସ୍ଥ ହୋଟେଲ କ୍ରିଷ୍ଣାରେ ଚାଲିଥିବା ସେକ୍ସ ରାକେଟ ଠାବ ହୋଇଛି । ଏଥିରେ ୩ଜଣ ଯୁବତୀଙ୍କ ସହ ୩ ଯୁବକ ଗିରଫ ହୋଇଛନ୍ତି । ଏହା ସହିତ ହୋଟେଲର ଦୁଇ କର୍ମଚାରୀଙ୍କୁ ଗିରଫ କରିଛି ଅନୁଗୋଳ ପୋଲିସ ।

ଗିରଫ ଯୁବକମାନେ ହେଲେ ଝିଣ୍ଟି ପାଳ ଗ୍ରାମର ପପୁନ ବେହେରା, ରେଙ୍ଗାଲି ଅଞ୍ଚଳର ଡାକ୍ତର ବିଶ୍ୱାଳ ଏବଂ ରେଙ୍ଗାଲୀ ଅଞ୍ଚଳର ତ୍ରିଲୋଚନ ବିଶ୍ୱାଳ ବୋଳି ସୂଚନା ମିଳିଛି। ହୋଟେଲ କର୍ମଚାରୀ ସଞ୍ଜିତ ସିଂ ଏବଂ ମନୋରଞ୍ଜନ ପରିଡାକୁ ଗିରଫ କରି ଅନୁଗୋଳ ପୋଲିସ ତଦନ୍ତ ଆରମ୍ଭ କରିଛି।

   ସମ୍ବନ୍ଧିତ ଖବର


ମହୁମାଛି ନେଲା ୨ ଭାଇଙ୍କ ଜୀବନ, ଅନ୍ୟ ଜଣେ ଗୁରୁତର

ହରଭଙ୍ଗା ସଟ୍‌ଡାଉନ୍‌ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପଦକ୍ଷେପ

ବନ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ ନ ମିଳିବା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ସହିଦ ଭଗତ ସିଂଙ୍କ ୧୧୩ତମ ଜୟନ୍ତୀରେ ରକ୍ତଦାନ ଶିବିର ଆୟୋଜନ କଲା ସହିଦ ଭଗତ ସେନା

ଦୁଇ ଫୁଟରୁ ଅଧିକ ଲମ୍ବ ଏକ କଇଁଛ ଉଦ୍ଧାର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ : ୨ ଭାଇ ଗୁରୁତର, ହସ୍ପିଟାଲରେ ଭର୍ତ୍ତି