ରାଜଧାନୀରୁ ପୁଣି ସେକ୍ସ ରାକେଟ୍ ଠାବ, ୪ ଗ୍ରାହକଙ୍କ ସହ ୨ ଦଲାଲ ଗିରଫ

ଭୁବନେଶ୍ୱର ୧/୧୨: ରାଜଧାନୀରୁ ପୁଣି ଏକ ସେକ୍ସ ରାକେଟ୍ ଠାବ । ଏମ୍ସ ବିହାର ଗେଷ୍ଟ ହାଉସରୁ ସେକ୍ସ ରାକେଟ୍ ଠାବ କରିଛି ପୋଲିସ । ସେକ୍ସ ରାକେଟ୍ ଚାଲିଥିବା ଖବର ପାଇ ଚଢାଉ କରିଥିଲା ପୋଲିସ । ଗେଷ୍ଟ ହାଉସରେ ଚଢାଉ କରି ୪ ଜଣ ଗ୍ରାହକଙ୍କ ସହ ୨ ଜଣ ଦଲାଲଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଘର ଭିତରୁ ୬ଜଣ ବଙ୍ଗୀୟ ଯୁବତୀ ଉଦ୍ଧାର ହୋଇଛନ୍ତି । ତେବେ ଏନେଇ ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।

   ସମ୍ବନ୍ଧିତ ଖବର


ରାମାଶିଷ ମାଧ୍ୟମିକ ଶିକ୍ଷା ପରିଷଦ ନୂଆ ସଭାପତି

କାଷ୍ଟିଂ କାଉଚ୍‌ ଘଟଣା: ପପୁ ପମ୍‌ପମ୍‌ ମାମଲାରେ ପୀଡ଼ିତାଙ୍କ ବୟାନ ରେକର୍ଡ

କ୍ୟାପିଟାଲ ହସ୍ପିଟାଲ ହୃଦ୍‌ ବିଭାଗ ପାଇଁ ନୂଆ ବ୍ଲୁ-ପ୍ରିଣ୍ଟ : ନିଯୁକ୍ତ ହେବେ ସର୍ଜନ, ବିଶେଷଜ୍ଞ

୭ରୁ ‘ଚିଲିକା ସେଲ୍‌ ଡକ୍‌ ଫୋକ୍‌ କାର୍ନିଭାଲ’