ଭୁବନେଶ୍ବର: ଗେଷ୍ଟ୍ ହାଉସରେ ସେକ୍ସ ରାକେଟ ଠାବ ; ୩ ଯୁବତୀ ଉଦ୍ଧାର, ୨ ଗ୍ରାହକ ଗିରଫ

ଭୁବନେଶ୍ବର ୨୧।୮: ରାଜଧାନୀ ଭୁବନେଶ୍ବରରେ ସେକ୍ସ ରାକେଟ ଠାବ। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟସ୍ଥ ସମସ୍ତ ଗେଷ୍ଟ୍ ହାଉସରେ ପୋଲିସର ରେଡ୍ କରିଛି। ଫଳରେ ଗେଷ୍ଟ ହାଉସ୍‌ରୁ ସେକ୍ସ ରାକେଟ୍ ଠାବ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି।

ଏଥିରେ ୩ ଯୁବତୀ ଉଦ୍ଧାର ହୋଇଥିବାବେଳେ ୨ ଗ୍ରାହକଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ। ଉଦ୍ଧାର ହୋଇଥିବା ସମସ୍ତ ଯୁବତୀ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡିଛି । ସେକ୍ସ ରାକେଟ୍‌ ଚଳାଇଥିବା କିଙ୍ଗ୍‌ ପିନ୍ ଫେରାର୍ ବୋଲି ପୁଲିସ ସୂଚନା ଦେଇଛି।

   ସମ୍ବନ୍ଧିତ ଖବର


ବୋଲେରୋ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାର୍ଶ: ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ,ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ

କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କୁ କରୋନା

କରୋନା – ଆଜି ସୁସ୍ଥ ହେଲେ ୪୩୮୮

ସମ୍‌ରେ ସଫଳ କିଡ୍‌ନୀ ପ୍ରତିରୋପଣ – ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଉଛି ସମ୍ ଅଲ୍ଟିମେଟ୍ ମେଡିକେୟାର

ଭୁବନେଶ୍ୱରରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ : ସ୍କର୍ପିଓରୁ ଉଦ୍ଧାର ହେଲେ କଲଗାର୍ଲ !

ରାଜଧାନୀରେ ବନ୍ଧୁକ ଡିଲ୍‌ ବେଳେ ମହିଳା ସମେତ ୩ ଗିରଫ, ଖସିଗଲେ ବିକିବାକୁ ଆସିଥିବା ବ୍ୟବସାୟୀ