ଶାହାରୁଖ ଓ ଦୀପିକା କରୁଥିଲେ ‘ତିତଲୀ’ ଗୀତର ସୁଟିଂ , ବିଗିଡି ଗଲା ବାଲାନ୍ସ …ଆଉ ତାପରେ ..ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ – ବଲିଉଡ୍‌ର ବାହଶାହ ଓ କିଙ୍ଗ ଅଫ୍‌ ରୋମାନ୍ସ ଅର୍ଥାତ୍‌ ଶାହାରୁଖ ଖାନ୍  ନିଜର ଫିଲ୍ମ ମାଧ୍ୟମରେ ବଲିଉଡ୍‌ ଦୁନିଆରେ ଜବରଦସ୍ତ ପରିଚୟ ତିଆରି କରିଛନ୍ତି । ଫିଲ୍ମରୁ ନେଇ ତାଙ୍କର ସ୍ୱତନ୍ତ୍ର ଷ୍ଟାଇଲ୍‌ରେ ସମସ୍ତେ ଦିୱାନା ।

ଶାହାରୁଖ ଖାନ୍‌ଙ୍କର ଏକ ପୁରୁଣା ଭିଡ଼ିଓକୁ ଏବେ ସମସ୍ତେ ଦେଖିବାରେ ଲାଗିଛନ୍ତି । ଏହି ଭିଡ଼ିଓରେ  ଆକ୍ଟର ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା  ପାଦୁକୋଣଙ୍କ ସହ ‘ତିତଲୀ’ ଗୀତରେ ସୁଟିଂ କରିବାର ନଜର ଆସୁଛନ୍ତି । କିନ୍ତୁ ସେତେବଳେ ଗୋଟିଏ ଦୃଶ୍ୟର ସୁଟିଂ ବେଳେ ଶାହାରୁଖ ଓ ଦୀପିକାଙ୍କର ବାଲାନ୍ସ  ଏପଟସେପଟ ହୋଇଯାଏ  ଏବଂ ଦୁହେଁ ପଥର ତଳେ ପଡ଼ିଯାନ୍ତି । ଏଥିରେ କିନ୍ତୁ କିଛି ଅସୁବିଧା ହୋଇନଥିଲା ।

ଉଲ୍ଲେଖନୀୟ ଯେ , ଏହି ଭିଡ଼ିଓରେ ଶାହାରୁଖ ଓ ଦୀପିକାଙ୍କର କେମିଷ୍ଟ୍ରୀ ଖୁବ୍‌ ଜମିଥିଲା । କହିରଖୁଛି କି  ଏହି ସୁଟିଂ ଫିଲ୍ମ ଚେନ୍ନାଇ ଏକ୍ସପ୍ରେସ୍‌ ରେ ହୋଇଥିଲା । ଏହି ଫିଲ୍ମଟି ହଲ୍‌ରେ ଧୁମ୍‌ମଚାଇ ଥିଲା । ଏହି ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରିଥିଲେ ।

   ସମ୍ବନ୍ଧିତ ଖବର


କ୍ୟାନସର ସହ ଲଢେଇରେ ହାରିଗଲେ ତାମିଲ ଅଭିନେତା ଥବାସୀ, ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ

ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ଅଭିନେତା ଆଶିଷ ରୟ, ସୋସିଆଲ ମିଡ଼ିଆ ଜରିଆରେ ମାଗିଥିଲେ ସାହାଯ୍ୟ

ଦୁଃଖ ଓ ଯନ୍ତ୍ରଣା ସହଜରେ ଯାଏ ନାହିଁ … ପ୍ରଶଂସକଙ୍କୁ ସୁଶାନ୍ତଙ୍କ ଭଉଣୀଙ୍କ ଚିଠି

ଅବସର ନେଲେ ରେସ୍‌ଲିଂ ଦୁନିଆ‌ର ମହାରଥୀ ଅଣ୍ଡରଟେକର୍‌, କହିଲେ- ମୋର ସମୟ ଆସିସାରିଛି…

ଅକ୍ଷୟଙ୍କ ପୁଣି ଆଉ ଏକ ରେକର୍ଡ

ଡ୍ରଗ୍ସ ମାମଲା: କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷଙ୍କୁ ମିଳିଲା ଜାମିନ୍