ଡିଡି ନ୍ୟାସନାଲ୍‌ରେ ରାତି ୮ଟା ସମୟରେ ଶକ୍ତିମାନ ପ୍ରଦର୍ଶୀତ ହେବ

SHAKTIMAN

ନୂଆଦିଲ୍ଲୀ ମାର୍ଚ୍ଚ ୩୧ – ଦୂର ଦର୍ଶନରେ ଭାରତର ସବୁଠାରୁ ଲୋକପ୍ରିୟ ଧାରାବାହିକ ରାମାୟଣ ମହାଭାରତ ଦେଖାଉଛି । ଏବେ ପୁଣି ଦୂର ଦର୍ଶନରେ ପିଲାଙ୍କ ଲୋକପ୍ରିୟ ଧାରାବାହିକ ଶକ୍ତିମାନ ଦେଖାଇବ । ଏହା ସହ ଚାଣକ୍ୟର ପୁନଃ ପ୍ରସାରଣ କରାଯିବ । ଏହା ସହ ଉପନିଷେଦ ଗଙ୍ଗା, ଶ୍ରୀମାନ ଶ୍ରୀମତି , କ୍ରିଷ୍ଣା କାଲୀ ର ପୁନଃ ପ୍ରସାରଣ କରାଯିବ ।

ଏହି ରବିବାରଠାରୁ ରାମାୟଣ ଓ ମହାଭାରତର ପ୍ରସାରଣ ଆରମ୍ଭ ହୋଇଛି । ଏକ ପ୍ରେସ ବିବୃତିରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଡିଡି ନ୍ୟାସନାଲ୍‌ରେ ରାତି ୮ଟା ସମୟରେ ଶକ୍ତିମାନ ପ୍ରଦର୍ଶୀତ ହେବ । ଶ୍ରୀମାନ ଶ୍ରୀମତି ଦିନ ୨ଟାରୁ ପ୍ରଦର୍ଶୀତ ହେବ । ଏପ୍ରିଲ ଏକ ତାରିଖରୁ ଏହାର ପ୍ରସାରଣ ଆରମ୍ଭ ହେବ ।

କ୍ରିଷ୍ଣ କାଲୀ ରେ ଡିଡି ନ୍ୟାସନାଲ୍‌ରେ ପ୍ରସାରଣ କରାଯିବ ।

ଏହା ବ୍ୟତୀୟ ଶାହାରୁଖ ଖାନ୍‌ଙ୍କ ଧାରାବାହିକ ସର୍କସସ ହମ୍ ହେନା ଦେଖାଇବ । ଏବେ ବୋମକେଶ୍‌ ବକ୍ସ, ତୁ ତୋତା ମେ ମୈନା ପରି ଲୋର ପ୍ରିୟ ଧାରାବାହିକ ଦେଖାଉଛି ।

ସମସ୍ତ ଡିଟିଏଚ୍‌ ପ୍ଲାଟଫର୍ମକୁ ଡିଡିର ଚ୍ୟାନେଲ୍‌ ଦେଖାଇବା ପାଇଁ କୁହାଯାଇଛି ।

   ସମ୍ବନ୍ଧିତ ଖବର


ଚାଟ୍‌କୁ ନେଇ ପରିବାରରେ ବିବାଦ, ଶେଷରେ ହତ୍ୟା

ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲସୋନାରୋ କରୋନା ସଂକ୍ରମିତ

ଭୁବନେଶ୍ୱର ଆରଟିଓ ଅଫିସରୁ ୩ କରୋନା ପଜିଟିଭ୍ ଚିହ୍ନଟ

ଶ୍ରୀମନ୍ଦିର ରତ୍ନସିଂହାସନରୁ ପଥର ଗାୟବ! ଦେଢ଼ଟି ପଦ୍ମ ପାଖୁଡ଼ା ନଥିବା ଅଭିଯୋଗ

ବିଶ୍ୱାସୀ ନୁହଁ ଡ୍ରାଗନ୍‌- ତୟାର ରହିଛନ୍ତି ଭରତୀୟ ଜବାନ୍‌: ବାୟୁସେନା ପକ୍ଷରୁ ଲଢୁଆ ବିମାନର ରାତ୍ରୀ କାଳିନ ପାଟ୍ରୋଲିଂ ଜାରି

ଖୁବ୍ ଶୀଘ୍ର ଲଞ୍ଚ୍ ହେବ ଇଲେକ୍ଟ୍ରିକ୍ ଭେଇକିଲ୍ Mahindra Atom, ଜାଣନ୍ତୁ ଦାମ୍ ଓ ଫିଚର୍ସ