ସେପ୍ଟେମ୍ବରେ ଏହି ତାରିଖରୁ ନିଜ ଗତି ବଦଳାଉଛନ୍ତି ଶନି ଦେବତା, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଆଶ୍ବସ୍ତି

ସେପ୍ଟେମ୍ବର ୨୮ ତାରିଖରୁ ନିଜର ଗତି ବଦଳାଉଛନ୍ତି ଶନି ଦେବତା। ଶନି ଏବେ ପୁରା ୧୪୨ ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୨୯ ତାରିଖ ସକାଳ ୧୦ଟା ୪୫ ମିନିଟ୍‌ରେ ଗତି ପରିବର୍ତ୍ତନ କରାଇବେ। କୁହାଯାଉଛି କି, ଏହା ଦ୍ବାରା ଶନିଙ୍କ ପ୍ରଭାବ କମ୍‌ ହୋଇଯିବ। ଶନିଙ୍କର ଗତି ପରିବର୍ତ୍ତନ ହେବା ଦ୍ବାରା କିଛି ରାଶିର ବ୍ୟକ୍ତିଙ୍କ ସମସ୍ୟା କମ ହୋଇଯିବ।। କହିବାକୁ ଗଲେ ଶନି ଏବେ ମଧ୍ୟ ଗତି ପରିବର୍ତ୍ତନ କରୁଛନ୍ତି। ଅର୍ଥାତ ଓଲଟା ପରିବର୍ତ୍ତନ କରୁଥିଲେ। ଏବେ ସିଧା ଗତି ବଦଳାଇବେ।

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ସମୟ ଆସିବ। ଶନିଙ୍କ ସହ ରାହୁ କେତୁ ମଧ୍ୟ ୧୮ ମାସ ପରେ ରାଶି ବଦଳାଇ ସାରିଥିବେ। ମିଥୁନ, କନ୍ୟା, କର୍କଟ, ଧନୁ ଏବଂ ବିଛା ରାଶିଙ୍କ ପାଇଁ ଭଲ ସମୟ ରହିବ।

ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିଛି ଶନି ଦେବଙ୍କର ଭଲ ଦୃଷ୍ଟି  :

ମିଥୁନ: ଏହି ରାଶିର ବ୍ୟକ୍ତି ଅନେକ କ୍ଷତି ଏବେ ଲାଭରେ ପରିଣତ ହେବ। ଆପଣଙ୍କ ଦାନ ପୂଣ୍ୟରେ ଏବଂ ଧର୍ମକର୍ମରେ ଅଧିକ ଧ୍ୟାନ ଦେବେ। ଏହା ସହିତ ଆପଣଙ୍କ ଜୀବନରେ ସୁଖ ଆସିବ ।

କର୍କଟ: ଏତେ ଦିନ ଧରି ସ୍ୱାସ୍ଥ୍ୟ ଖରାପ ଥିଲା, ଏବେ ଏହା ଭଲ ହୋଇଯିବ। ଆପଣଙ୍କୁ ବ୍ୟବସାୟ ଏବଂ ଚାକିରିରେ ମଧ୍ୟ ଲାଭ ମିଳିବ। କ୍ୟାରିଅର ପାଇଁ କଠିନ ପରିଶ୍ରମ କର, ଆପଣଙ୍କୁ ଲାଭ ମିଳିବ।

ବିଛା: ଆପଣଙ୍କ ଜୀବନରେ ଅନେକ ପ୍ରକାରର ଲାଭ ମିଳିବ। ଆପଣଙ୍କୁ ସମସ୍ତଙ୍କ ସମର୍ଥନ ମିଳିବ। ମାଙ୍ଗଳିକ କାର୍ଯ୍ୟଗୁଡ଼ିକର ଆୟୋଜନ ଆପଣଙ୍କ ଘରେ ହୋଇପାରିବ। ଆପଣ ଜମି ଯାନ କିଣି ପାରିବେ ।

ଧନୁ: ଏହି ରାଶିର ବ୍ୟକ୍ତିଙ୍କ ଘରେ ଖୁସିର ଲହରି ଖେଳିଯିବ। ଆପଣଙ୍କ ଆୟର ସାଧନ ବୃଦ୍ଧି ପାଇବ ।

ନ୍ୟା : ଏହରି ରାଶିର ବ୍ୟକ୍ତିଙ୍କ ଜୀବନରେ ସଫଳତା ମିଳିବ। ଏପର୍ଯ୍ୟନ୍ତ ଆପଣ ଯାହା ହାସଲ କରିଥିବେ ତାହା ଆପଣଙ୍କୁ ମିଳିବ। ତେଣୁ ଏହା ଆପଣଙ୍କ ପାଇଁ ବହୁତ ଶୁଭ ଫଳ ଆଣିଛି।

   ସମ୍ବନ୍ଧିତ ଖବର


ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

କ୍ରିଷ୍ଟାଲ୍ ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଏହାର ସଠିକ୍‌ ବ୍ୟବହାର

ଆଜିଠୁ ଶାରଦୀୟ ନବରାତ୍ରି ଆରମ୍ଭ, ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଘଟ ସ୍ଥାପନା

ମାତ୍ର ୩୦୦ ଟଙ୍କାରେ କାରକୁ ରଖନ୍ତୁ ସୁରକ୍ଷିତ

ଏବେ କେହି ବି ନେଇ ପାରିବ ଟର୍ମ ପ୍ଲାନ୍, ଆସିଲା ‘ସରଳ ଜୀବନ ବୀମା’

ଅକ୍ଟୋବର ୧୭ରେ ତୁଳା ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଏହି ଦିନ ସ୍ନାନ ଏବଂ ଦାନ କଲେ ମିଳିଥାଏ ପୂଣ୍ୟ