PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ମାମଲା; ଶେର୍ଲିନ ଚୋପ୍ରାଙ୍କ ଜାମିନ ଖାରଜ

pic-koimoi

ମୁମ୍ବାଇ: ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ମାମଲାରେ ଅଭିଯୁକ୍ତ ଥିବା ଶେର୍ଲିନ ଚୋପ୍ରାଙ୍କ ଅଗ୍ରୀମ ବେଲ୍ ଆବେଦନକୁ ଖାରଜ କଲେ ମୁମ୍ବାଇ ସେସନ କୋର୍ଟ। କୁନ୍ଦ୍ରାଙ୍କ ପର୍ଣ୍ଣ ରାକେଟ୍ ମାମଲାରେ ସାକ୍ଷୀ ହିସାବରେ ବୟାନ ରେକର୍ଡ କରିବାକୁ ଶେର୍ଲିନଙ୍କୁ ସମନ କରିଥିଲା ମୁମ୍ବାଇ ପୁଲିସ। ଅନ୍ୟ ଅଭିଯୁକ୍ତଙ୍କ ଭଳି କାଳେ ତାଙ୍କୁ ଗିରଫ କରାଯିବ ସେଥିପାଇଁ ଅଗ୍ରୀମ ବେଲ୍ ଆବେଦନ କରିଥିଲେ ଶେର୍ଲିନ୍। ହେଲେ କୋର୍ଟ ଆଜି ଏହାକୁ ଖାରଜ କରିଦେଇଛନ୍ତି।

ନେଇ ତାଙ୍କ ଓକିଲ ସିଦ୍ଧେଶ ବୋରକାର ସୂଚନା ଦେଇ କହିଛନ୍ତି ଯେ ଗିରଫ ଭୟରେ ଶେର୍ଲିନ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ପୁଲିସ ପାଖକୁ ଯିବା ପୂର୍ବରୁ କୋର୍ଟର ସୁରକ୍ଷା ମାଗିଥିଲେ। ତେବେ ତଦନ୍ତରେ ସହଯୋଗ କରିବାକୁ ଶେର୍ଲିନ ପଛଘୁଞ୍ଚା ଦେଉ ନାହାଁନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି। ଯାମିନ ଆବେଦନରେ ସିଦ୍ଧେଶ ବୋରକାର କୋର୍ଟେର ଯୁକ୍ତି ରଖିଥିଲେ ଯେ ଏଫ୍‌ଆଇଆର୍ ୨୦୨୧ ଅନୁସାରେ, ଚୋପ୍ରା କହିଛନ୍ତି ଯେ କେଉଁ ଆଧାରରେ ତାଙ୍କ ନାଁରେ ଅଭିଯୋଗ ହୋଇଛି, ଏନେଇ ସେ କିଛି ଜାଣି ନାହାଁନ୍ତି କି ତାଙ୍କୁ ଏ ବିଷୟରେ କିଛି ଅବଗତ କରାଯାଇ ନାହିଁ। ଏମିତିକି ତାଙ୍କୁ ଏଫ୍‌ଆଇଆର୍‌ର କୌଣସି କପି ମଧ୍ୟ ଦିଆଯାଇ ନାହିଁ। ତେଣୁ ସେ ଏଘଟଣା ସମ୍ପର୍କରେ କିଛି କହିପାରିବେ ନାହିଁ। ଅନ୍ୟ ଅଭିଯୁକ୍ତଙ୍କ ପରି ତାଙ୍କୁ ମଧ୍ୟ ହଠାତ୍ ଗିରଫ କରାଯିବାର ଆଶଙ୍କା ରହିଛି। ଅନ୍ୟପଟେ ସରକାରୀ ଓକିଲ ଦାବି କରିଥିଲେ ଯେ କବଳ ବୟାନ ରେକର୍ଡ ପାଇଁ ଶେର୍ଲିନଙ୍କୁ ଡକାଯାଉଛି। ଏହି ମାମଲାରେ ଶୁଣାଣି କରି ମୁମ୍ବାଇ ସେସନ କୋର୍ଟ ଶେର୍ଲିନଙ୍କ ଜାମୀନ ଖାରଜ କରିଦେଇଛନ୍ତି।

ସୂଚନା ଥାଉକି ପର୍ଣ୍ଣ ରାକେଟ୍‌ ମାମଲାରେ ଆପିସିର ଆଇଟି ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଛି। ମହିଳାମାନଙ୍କୁ ଅଶ୍ଳିଳ ଭାବେ ପ୍ରଦର୍ଶନୀ କରିବା ଅଭିଯୋଗରେ ମଧ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ହୋଇଛି। ଏହି ମାମଲାରେ ପଚରାଉଚରା କରିବାକୁ ମୁମ୍ବାଇ ପୁଲିସ ଜୁଲାଇ ୨୬ ତାରିଖରେ ଶେର୍ଲିନଙ୍କୁ ସମନ କରିଥିଲା।  ହ୍ୱାଟ୍ସଆପ୍ ମାଧ୍ୟମରେ ତାଙ୍କୁ ସମନ ପଠାଯାଇଥିଲା।

ସମ୍ବନ୍ଧିତ ଖବର