ଭୋଟ୍ ଦେବାପାଇଁ ବୋଲ୍ଡ ଅନ୍ଦାଜରେ ଅପିଲ୍ କଲେ ଶର୍ଲିନ୍, ଭିଡିଓ ଭାଇରାଲ

ମୁମ୍ବାଇ ୨୫/୪: ସୋସିଆଲ ମିଡିଆରେ ଶର୍ଲିନ୍ ଚୋପ୍ରା ନିଜ ବୋଲ୍ଡନେସ୍ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ତାଙ୍କ ହଟ୍ ଓ ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରାଯାଇଥାଏ । କିନ୍ତୁ ଏବେ ଶର୍ଲିନ୍ ଚୋପ୍ରାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ବୋଲ୍ଡ ଅନ୍ଦାଜରେ ଲୋକଙ୍କୁ ଭୋଟ୍ ଦେବା ପାଇଁ ଅପିଲ୍ କରୁଛନ୍ତି ।

ଏହି ଗୀତର ଟାଇଟଲ ‘ଭୋଟ୍ ଡାଲ୍’ । କିଛି ଘଣ୍ଟା ପୂର୍ବରୁ ରିଲିଜ ହୋଇଥିବା ଏହି ମ୍ଯୁଜିକ୍ ଭିଡିଓ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ଦେଖିସାରିଲେଣି । ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ।

କିଛି ଦିନ ତଳେ ଶର୍ଲିନ୍ ଚୋପ୍ରା ହଟ୍ ଯୋଗ କରି ଚର୍ଚ୍ଚାକୁ ଆସିଥିଲେ । ସର୍ଲିନଙ୍କ ହଟ୍ ଯୋଗ ଭିଡିଓ ମଧ୍ଯ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

   ସମ୍ବନ୍ଧିତ ଖବର


ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ବିବାଦ ପୂର୍ବରୁ ଜାଣିନଥିଲି କିଏ କଙ୍ଗନା : ମୁମ୍ୱାଇ ମେୟର

ମାଳଦ୍ୱୀପରେ ବଲିଉଡ୍‌ ଷ୍ଟାରଙ୍କ ଲାଗିଛି ଏବେ ମେଳା …

ମନ୍ଦିରରେ ହେବ ଆଦିତ୍ୟ ଏବଂ ଶ୍ବେତାଙ୍କ ବିବାହ, ୫୦ରୁ ଅଧିକ ଲୋକ ହୋଇପାରିବେନି ସାମିଲ

କଙ୍ଗନା ରଣାଓ୍ବତ ସଞ୍ଜୟଙ୍କ ସହ ସେୟାର କଲେ ଫଟୋ : ୟୁଜର୍ସ କହିଲେ, ‘ଏହା କରିବାର ନଥିଲା ବେବି..ଏମିତି କି ପରିସ୍ଥିତି ଆସିଗଲା…’

୫ ବର୍ଷ ବୟସରୁ ମଡେଲିଂ ଓ ଆକ୍ଟିଂରେ ଫ୍ଲୋରିନାଙ୍କ ଋଚି