ନାଗରିକ ସଂଶୋଧନ ବିଲକୁ ନେଇ ବିପକ୍ଷ ଦଳର ବିରୋଧ, ଚ୍ୟାଲେଞ୍ଜ କରି ଏଭଳି କହିଲା ଶିବସେନା

ନୂଆଦିଳ୍ଳୀ,୯।୧୨; କେନ୍ଦ୍ର ସରକାରଙ୍କ ନାଗରିକ ଆଇନକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛନ୍ତି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ନାଗରିକ ସଂଶୋଧକ ବିଲକୁ ଆଗତ କରିବେ। ତେବେ ଏହାକୁ ସଡକୁ ନେଇ ସଂସଦ ପର୍ଯ୍ୟନ୍ତ ବିରୋଧ କରାଯାଉଛି। ମୋଦି ସରକାର ଏହାକୁ ଆଗକୁ ବଢାଇବାକୁ ନେଇ ନିଜର ଉଦ୍ୟମ ଜାରି ରଖିଛନ୍ତି। କଂଗ୍ରେସ, ଟିଏମସି ସହିତ ବହୁ ବିରୋଧୀ ଏହି ବିଲକୁ ବିରୋଧ କରିଛନ୍ତି। ବିଜେପି ନିଜର ସାଂସଦଙ୍କୁ ହ୍ବିପ ଜାରି କରିଛି।  ଶିବସେନା ପକ୍ଷରୁ ନାଗରିକ ସଂଶୋଧନ ବିଲକୁ ଚ୍ୟାଲେଞ୍ଜ କରାଯାଇଛି। ଶିବାସେନା ଏହାକୁ ବିରୋଧ କରିବା ସହ କହିଛି, ଏଭଳି କରି ବିଜେପି ହିନ୍ଦୁ-ମୁସଲମାନଙ୍କର ବିଭାଜନ କରୁଛି।

ଶିବସେନା ନେତା ସଞ୍ଜୟ ରାଉତ ସୋମବାର ଟ୍ବିଟ୍ କରିଛନ୍ତି ଯେ, ଅବୈଧ ନାଗରିକଙ୍କୁ ବାହହ କରିବା ଦରକାର, ହିନ୍ଦୁଙ୍କୁ ଭାରତର ନାଗରିକତା ଦେବା ଦରକାର। କିନ୍ତୁ କିଛି ସମୟ ପାଇଁ ଭୋଟିଂ ଅଧିକାର ଦେବା ଉଚିତ ନୁହେଁ। କ’ଣ କହୁଛନ୍ତି ଅମିତ ଶାହ? କଶ୍ମୀର ପଣ୍ଡିତଙ୍କର କ’ଣ ହେଲା? କ’ଣ ଧାରା ୩୭୦ ହଟିବା ପରେ ସେମାନେ ଜମ୍ମୁ-କଶ୍ମୀର ଯାଇପାରିଲେ?

   ସମ୍ବନ୍ଧିତ ଖବର


ରାଜ୍ୟରେ କୋଭିଡ ଟିକା ସଂରକ୍ଷଣ ପାଇଁ ଭିତ୍ତିଭୂମି ସମସ୍ୟା: ୫୦ ହଜାର ଟିକା ସଂରକ୍ଷଣ ପାଇଁ ସମ୍‌ରେ ପ୍ରସ୍ତୁତି

ବିଦେଶରୁ ଦାନ ସଂଗ୍ରହ କରିବ ଶ୍ରୀମନ୍ଦିର

ଭୀଷଣ ରୂପ ନେଉଛି ବାତ୍ୟା ‘ନିବାର’: ଆଜି ରାତିରେ କରିବ ଲ୍ୟାଣ୍ଡଫଲ, ଆଗକୁ ଆସୁଛି ଘନଘନ ଲଘୁଚାପ

‘ଲଭ୍‌ ଜିହାଦ’ ରୋକିବାକୁ ଯୋଗୀ ସରକାରଙ୍କ କଡ଼ା ପଦକ୍ଷେପ: ଆଣିଲେ ନୂଆ ଅଧ୍ୟାଦେଶ, ଅଭିଯୁକ୍ତଙ୍କୁ ମିଳିବ ୩ରୁ ୧୦ ବର୍ଷ ଜେଲ୍

ଫିକା ପଡ଼ିବ କାର୍ତ୍ତିକ ପୂର୍ଣ୍ଣିମା: ଡଙ୍ଗା ଭସା ମନା, ବାଲିଯାତ୍ରା ବି ହେବନି

ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ