PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଘାସ ଖାଇବି ପଛେ, କିନ୍ତୁ ପାକିସ୍ତାନର ସେନା ବଜେଟ୍ ବଢାଇବି: ଶୋଏବ ଅଖତର

https://www.republicworld.com/

ନୂଆଦିଲ୍ଲୀ,୭।୮: ବିଶ୍ବର ପ୍ରସିଦ୍ଧ ଦ୍ରୁତ ବୋଲରଙ୍କ ମଧ୍ୟରେ ପରିଗଣିତ  ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ୍ ଅଖତର ନିଜ ଦେଶର ସେନା ବଜେଟକୁ ନେଇ ବଡ ଧରଣର ମନ୍ତବ୍ୟ ଦେଇଛନ୍ତି। ସେ ପାକିସ୍ତାନର ଏକ ନ୍ୟୁଜ ଚ୍ୟାନେଲକୁ କହିଛନ୍ତି, ପାକିସ୍ତାନ ସେନାର ବଜେଟ୍ ବଢାଇବ ପାଇଁ ଘାସ ମଧ୍ୟ ଖାଇ ପାରିବେ।

୪୪ ବର୍ଷୀୟ ଅଖତର ଏଆରଓ୍ବାର ନ୍ୟୁଜକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି, ଯଦି ଆହ୍ଲା କେବେ ମୋତେ ଅଧିକାର ଦିଅନ୍ତି, ତେବେ ମୁଁ ନିଜେ ଘାସ ଖାଇବି କିନ୍ତୁ ସେନାର ବଜେଟ୍ ବଢାଇ ଦେବି।’ ଏହା ସହିତ ସେ ଆହୁରି କହିଛନ୍ତି, ନାଗରିକଙ୍କୁ ସୁରକ୍ଷାବାହିନୀ ସହିତ ଏକାଠି ମିଶି କାମ କରିବା ଦରକାର।

ଏହି ପୂର୍ବତନ ପେସ୍ ବୋଲରଙ୍କ କହିବା ଅନୁସାରେ, ମୁଁ ନିଜର ସେନା ମୁଖ୍ୟଙ୍କୁ ନିଜ ସହିତ ବସି ଓ ନିଷ୍ପତ୍ତି ନେବାକୁ କହିବି। ଯଦି ବଜେଟ୍ ୨୦ ପ୍ରତିଶତ ରହିଛି ତେବେ ମୁଁ ତାକୁ ୬୦ ପ୍ରତିଶତ କରିଦେବି। ଯଦି ଆମେ ପରସ୍ପରକୁ ଅପମାନ କରୁ ​‌ତେବେ କ୍ଷତି ଆମର। ଏହା ପୂର୍ବରୁ ସେ ଦାବି କରିଥିଲେ ଯେ, ନଟିଂଧାମଶାୟର ପାଇଁ କାଉଣ୍ଟ୍ରୀ ଖେଳିବା ପାଇଁ ୧୭୫,୦୦୦  ଚୁକ୍ତିନାମା ପ୍ରତ୍ୟାଖ୍ୟାନ କରିଦେଇଥିଲେ, ଯାହାଫଳରେ କାର୍ଗିଲ ଯୁଦ୍ଧରେ ଲଢିପାରିବେ। ଭାରତ ଓ ପାକିସ୍ତନାର ସେନା ଭିତରେ ୧୯୯୯ରେ କାର୍ଗିଲ ଯୁଦ୍ଧ ହୋଇଥିଲା।

ସମ୍ବନ୍ଧିତ ଖବର