PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଧୋନୀଙ୍କୁ କଟାକ୍ଷ କରି ଫଟୋ ପୋଷ୍ଟ୍ କଲେ ସୋଏବ ମଲିକ, ଫ୍ୟାନ୍ ଦେଲେ ଜବାବ

ନୂଆଦିଲ୍ଲୀ, ୨୭|୧୨:   ପାକିସ୍ତାନର ପୂର୍ବତ୍ତନ ଅଧିନାୟକ ସୋଏବ ମଲିକ ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ଫଟୋ ସେୟାର କରିଛନ୍ତି। ତେବେ ଏହି ଫଟୋ ସେୟାର ହେବା ପରେ ଧୋନୀଙ୍କ ସମର୍ଥକମାନେ ସୋଏବଙ୍କୁ କଡା ସମାଲୋଚନା କରିଛନ୍ତି। ସୋଏବ ଧୋନୀଙ୍କୁ କଟାକ୍ଷ କରି ଖ୍ରୀଷ୍ଟମାସରେ ଏକ ପୋଷ୍ଟ କରିଥିଲେ। ଯାହାର ଜବାବ ତାଙ୍କୁ ମିଳିଯାଇଛି।

ଏହି ଫଟୋରେ ଧୋନୀ ଓ ସୋଏବ ରହିଛନ୍ତି। ଏଥିରେ ପାକିସ୍ତାନ ଭାରତ ଉପରେ ବିଜୟର ଖୁସି ମନାଉଛି। ଏହି ଫଟୋରେ ସେ ଖ୍ରୀଷ୍ଟମାସ୍ ଶୁଭେଚ୍ଛା ଜଣାଇବା ସହ ଡିସେମ୍ବର ୨୫ ମନେ ରହିବ ବୋଲି କହିଛନ୍ତି। ସୋଏବ ଓ ଧୋନୀଙ୍କ ଏହି ଫଟୋ ୨୦୧୨ ଡିସେମ୍ବର ୨୫ରେ ଭାରତ ଓ ପାକ୍ ମଧ୍ୟରେ ଖେଳାଯାଇଥିବା ଟି୨୦ ମ୍ୟାଚର ବୋଲି ଜଣାପଡିଛି। ଏହି ମ୍ୟାଚରେ ପାକ୍ ୫ ଓ୍ୱିକେଟରେ ବିଜୟୀ ହୋଇଥିଲା। ଯେଉଁଥିରେ ସୋଏବ ଅର୍ଧଶତକ ହାସଲ କରିଥିଲେ।

https://twitter.com/iamsai94/status/1209825344942833665?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1209825344942833665&ref_url=https%3A%2F%2Fhindi.news18.com%2Fnews%2Fsports%2Fcricket-shoaib-malik-takes-cheeky-dig-at-indian-cricket-team-on-christmas-fans-hit-back-on-twitter-2723386.html

ତେବେ ଏହାକୁ ଧୋନୀଙ୍କ ପ୍ରଶଂସକମାନେ ନିନ୍ଦା କରିବା ସହ ସୋଏବଙ୍କୁ ଟ୍ରୋଲ କରିଛନ୍ତିଯ ସେମାନେ ସୋଏବଙ୍କର ବିଫଳତାର ଫଟୋ ସେୟାର କରିଛନ୍ତି।ଏପରିକି ସୋଏବ ଅନେକ ଥର ଶୂନ୍ୟରେ ଆଉଟ୍ ହୋଇଥିଲେ ବୋଲି ସେ ଲେଖିଛନ୍ତି। ଏପରିକି ଆଉ କିଛି ଫ୍ୟାନ୍ ପାକିସ୍ତାନ ଟି୨୦ ଫାଇନାଲରେ ଭାରତଠାରୁ ପରାଜୟ ସମୟର ଫଟୋ ପୋଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର