PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଶୋପିଆନ୍‌ରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ଦୁଇ ଯବାନ ଆହତ

pic- amarujala.com

କାଶ୍ମୀର,୨୬/୦୧: କାଶ୍ମୀରରେ ପୁଣି ଆତଙ୍କୀ ହିଂସା। ସଭଙ୍ଗା ସ୍ଥିତ ଶୋପିଆନ୍‌ ସୁରକ୍ଷା ଯବାନ ଓ ଆତଙ୍କବାଦୀ ମଧ୍ୟରେ ଗଳି ବିନିମୟ ଘଟିଛି। ଏଥିରେ ଦୁଇ ଜଣ ଯବାନ ଆହାତ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ସୁରକ୍ଷା ଯବାନଙ୍କ ହାତରେ ଦୁଇ ଜଣ ଆତଙ୍କବାଦୀ ଧରାପଡ଼ିଛିନ୍ତି।   

ପୁଲିସ ସେନା ଓ ସିଆରପିଏଫ ମିଳିତ ଭାବେ ସର୍ଚ୍ଚ ଅପରେଶନ କରିଥିଲେ। ସୁରକ୍ଷା ଯବାନମାନେ ଜିଲ୍ଲାର ନୌଗାମ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳରେ ମିଳିତ ଘେରା ବନ୍ଦୀ କରିବା ସହ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ ସୁରକ୍ଷା ଯବାନ। ଏହି ସମୟରେ ସୁରକ୍ଷା ଯବାନ ଓ ଆତଙ୍କବାଦୀ ମଧ୍ୟରେ ଗଳି ବିନିମୟ ଘଟିଛି।