ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଆଗରେ ଦୋକାନିଙ୍କର ଆତ୍ମହତ୍ୟା ଉଦ୍ୟମ- ହାଇଦ୍ରାବାଦରେ ଘଟିଛି ଘଟଣା

ହାଇଦ୍ରାବାଦ- ଲକଡାଉନ ବୋଝ ଅସହ୍ୟ ହେଲା ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ଦୋକାନୀ। ଲକ୍‌ଡାଉନ ଯୋଗୁଁ ଦୋକାନ ବନ୍ଦ ରହିଛି ଏବଂ ତାଙ୍କର ବହୁତ କ୍ଷତି ହେଲାଣି। ଏବେ ତାଙ୍କ ପାଖରେ ଚଳିବା ପାଇଁ ଅର୍ଥ ନଥିବାରୁ ଶେଷରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ।

ଏହି ଦୋକାନୀ ଜଣଙ୍କ। ହାଇଦ୍ରାବାଦର ମାଲାକପେଟରେ ଜୋତା ଦୋକାନ କରିଛନ୍ତି । ଏଥିରୁ ଯାହା ରୋଜଗାର ହୁଏ ସେଥିରେ  ପରିବାର ପ୍ରତି ପୋଷଣ କରୁଥିଲେ। ମାତ୍ର ଲକ୍‌ଡାଉନ୍‌ ଯୋଗୁଁ ଦୋକାନ ବନ୍ଦ ହେବାରୁ ବହୁତ କ୍ଷତି ହେଉଛି । ଏହାପରେ ସେ ମାନସିକ ଦୁଃଶ୍ଚିନ୍ତାରେ ରହୁଥିବା ଦୋକାନି ଜଣଙ୍କ କହିଛନ୍ତି।  ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ଉପସ୍ଥିତ ସିକ୍ୟୁରିଟି ଗାର୍ଡ ସଂପୃକ୍ତ ଦୋକାନିକୁ ଉଦ୍ଧାର କରିଛନ୍ତି ଏବଂ ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି।

   ସମ୍ବନ୍ଧିତ ଖବର


ବଧିରଙ୍କ ପାଇଁ ଖୁସି ଖବର: ଲଞ୍ଚ ହେଲା ନୂଆ ସାଉଣ୍ଡ ୱାଚ୍‌

ନିର୍ବାଚନ ସଭାରେ ଉଦବୋଧନ ବେଳେ ସଭାମଞ୍ଚରୁ ଗଳି ପଡିଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ…

କୋଠା ଉପରେ ସ୍କର୍ପିଓ ଡିଜାଇନ୍‌ର ପାଣିଟାଙ୍କି, ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ନଦୀବନ୍ଧ ମରାମତି ପାଇଁ ୧୦,୦୦୦ କୋଟି ମଞ୍ଜୁରୀ, ଚୟନ ହୋଇଥିବା ନଦୀବନ୍ଧ ମଧ୍ୟରୁ ୩୬ଟି ଓଡ଼ିଶାର

ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଂ ଆପ୍ SAI, ହ୍ବାଟସଆପ୍‌ଠାରୁ ମଧ୍ୟ ଆହୁରି ସୁରକ୍ଷିତ

ଉତ୍ତରପ୍ରଦେଶ ଆମେଠିରେ ଦଳିତ ଗାଁ ମୁଖିଆଙ୍କ ସ୍ବାମୀକୁ ଜୀଅନ୍ତା ଜଳାଇ ହତ୍ୟା…