PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ପିତୃପକ୍ଷରେ ଭୁଲରେ କରନ୍ତୁ ନାହିଁ ଏହି କାମ, ନହେଲେ ଖୁସିରେ ଲାଗିପାରେ ଗ୍ରହଣ

ପିତୃପକ୍ଷର ପର୍ବ ହିନ୍ଦୁ ଧର୍ମରେ ସବୁଠାରୁ ବହୁତ ଅଧିକ ମହତ୍ତ୍ବ ରହିଛି। ପିତୃପକ୍ଷରେ ୧୬ଟି ଶ୍ରାଦ୍ଧ ହୋଇଥାଏ ଓ ପିତୃପକ୍ଷଙ୍କୁ ପ୍ରସନ୍ନ କରାଯାଇଥାଏ। ତେବେ ଏହି ଦିନ ଗୁଡିକରେ ଭୁଲରେ କିଛି ଭୁଲ କରନ୍ତୁ ନାହିଁ। ନହେଲେ ଆପଣଙ୍କ ଖୁସିରେ ଲାଗିଯିବ ଗ୍ରହଣ। ସେଭଳି ଜ୍ୟୋତିଷଶାସ୍ତ୍ର ଅନୁସାରେ ଆଶ୍ବିନ କୃଷ୍ଣପକ୍ଷକୁ ଶ୍ରାଦ୍ଧପକ୍ଷ କିମ୍ବା ପିତୃପକ୍ଷ ବୋଲି କୁହାଯାଏ। ଚଳିତ ବର୍ଷ ପିତୃପକ୍ଷର ଆରମ୍ଭ ୧୩ ସେପ୍ଟେମ୍ବରରୁ ଆରମ୍ଭ ​ହୋଇ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବ। ପୂର୍ଣ୍ଣିମା ଶ୍ରାଦ୍ଧା ୧୨ ସେପ୍ଟେମ୍ବରରୁ ରହିଥିବା ବେଳେ ସର୍ବପିତୃ ଅମାବାସ୍ୟା ୨୮ରେ ରହିଛି।

ସେଭଳି ଏହି ସମୟରେ ମୃତ ବ୍ୟକ୍ତିଙ୍କ ମୃତ୍ୟୁ ତିଥି ଅନୁସାରେ ଏହି ପକ୍ଷରେ ଶ୍ରାଦ୍ଧ କରାଯାଇଥାଏ। ସେଭଳି ଶ୍ରାଦ୍ଧ ଦୁଇ ପ୍ରକାର ହୋଇଥାଏ। ତାହା ହେଲା ପାର୍ବଣ ଶ୍ରାଦ୍ଧ ଓ ଏକାଦେଷ୍ଟ ଶ୍ରାଦ୍ଧ। ଆଶ୍ବିନ କୃଷ୍ଣରେ ପିତୃପକ୍ଷରେ କରାଯାଇଥିବା ଶ୍ରାଦ୍ଧକୁ ପାର୍ବଣ ଶ୍ରାଦ୍ଧ ବୋଲି କୁହାଯାଏ।

ସେଭଳି ପାର୍ବଣ ଶ୍ରାଦ୍ଧ ଅପରାହ୍ନରେ ମୃତ୍ୟୁ ତିଥି ଦିନ କରାଯାଇଥାଏ। ଏକୋଦିଷ୍ଟ ଶ୍ରାଦ୍ଧ ସବୁବେଳେ ମଧ୍ୟାହ୍ନରେ କରାଯାଇଥାଏ। ସେଭଳି ପୂର୍ବଜଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବାର ଏହି ମହାପର୍ବ ପିତୃପକ୍ଷର ଶ୍ରାଦ୍ଧ, ଯାହାକୁ ଶ୍ରଦ୍ଧାରେ କରାଯାଇଥାଏ ଓ ତାକୁ ଶ୍ରାଦ୍ଧ କୁହନ୍ତି। ଅଶ୍ବିନ କୃଷ୍ଣପକ୍ଷର ପ୍ରତିପଦାରୁ ଅମାବାସ୍ୟା ପର୍ଯ୍ୟନ୍ତ ସମୟକୁ ଶ୍ରାଦ୍ଧ କୁହନ୍ତି। ଧର୍ମ ଶାସ୍ତ୍ରରେ କୁହାଯାଏ ଯେ, ପତରରେ ପିଣ୍ଡଦାନ କରୁଥିବା ଗୃହସ୍ଥ ଦୀର୍ଘାୟୁ,ଯଶ ପ୍ରାପ୍ତ କରିଥାଏ।

ଶ୍ରାଦ୍ଧ ପକ୍ଷରେ ଯଦି କେହି ଆପଣଙ୍କୁ ଭୋଜନରେ ପାଣି ମାଗିବାକୁ ଆସେ ତେବେ ତାକୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ। ମାନ୍ୟତା ରହିଛି ପିତୃପୁରୁଷ ​‌ଯେ କୌଣସି ରୂପରେ ନିଜର ପରିଜନ ଲୋକଙ୍କ ଭିତରକୁ ଆସିଥାନ୍ତି ଓ ତାଙ୍କୁ ଅନ୍ନ ପାଣି ଆଶା ରଖିଥାନ୍ତି। ଗାଈ,କୁକୁର, ବିଲେଇ କିମ୍ବା କୁଆ ଏମାନଙ୍କୁ ଶ୍ରାଦ୍ଧପକ୍ଷରେ ଆଘାତ ଦେବା ଠିକ୍ ନୁହେଁ।  ଏମାନଙ୍କୁ ଖାଇବାକୁ ଦେବା ଦରକାର। ସେଭଳି ମାଂସାହାରୀ ଭୋଜନ, ଯେପରିକି ମାଛ,ମାଂସ ଏବଂ ଅଣ୍ଡା ଖାଇବା ବନ୍ଦ କରିଦିଅନ୍ତୁ।