PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଶ୍ରେୟା ଘୋଷାଲ ଓ ନୂଆ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲଙ୍କର ପୁରୁଣା ଟ୍ୱିଟ୍‌ସ ଭାଇରାଲ … ଲୋକେ ନେଲେ ମଜା

ମୁମ୍ୱାଇ –ଟ୍ୱିଟରର ନୂଆ ସିଇଓ ପରାଗ ଅଗ୍ରୱାଲ ଚର୍ଚ୍ଚାରେ। ଏବେ ଲୋକେ ତାଙ୍କର ବଲିଉଡ୍‌ ସିଙ୍ଗର ଶ୍ରେୟା ଘୋଷାଲଙ୍କ ସହ କନେକ୍ସନକୁ ଖୋଜି ବାହାର କରିଛନ୍ତି । ଶ୍ରେୟା ଓ ପରାଗ ପୂର୍ବରୁ ପରସ୍ପର ସହ ଅନେକ ଟ୍ୱିଟ୍ସ କରି ସାରିଛନ୍ତି। ଏବେ ଏହି ଟ୍ୱିଟ୍ସ ଭାଇରାଲ ହେଉଛି । ଏକ ଟ୍ୱିଟ୍‌ରେ ପରାଗ ଶ୍ରେୟାଙ୍କର ଡିପିର ପ୍ରଶଂସା କରିଥିଲେ।

shreya

ସେପଟେ ଶ୍ରେୟା ମଧ୍ୟ ୨୦୧୦ରେ ଲୋକଙ୍କୁ ରିକ୍ୱେଷ୍ଟ କରିଥିଲେ କି ପରାଗଙ୍କୁ ଫଲୋ କରନ୍ତୁ। ଟ୍ୱିଟରର ପୁରୁଣା ସିଇଓ ଜ୍ୟାକି ଡୋର୍ସି ରିଜାଇନ୍‌ କରି ସାରିଛନ୍ତି । ତାଙ୍କ ସ୍ଥାନରେ ଏବେ ପରାଗ ନୂଆ ସିଇଓ ହେବେ । ଶ୍ରେୟା ପରାଗଙ୍କୁ ଶୁଭେଚ୍ଛା ଦେବାରେ ଲୋକେ ପୁରୁଣା ଟ୍ୱିଟ୍‌ ଖୋଜି ବାହାର କରିଛନ୍ତି ।

parag tweets

ବଲିଉଡ୍‌ ସିଙ୍ଗର ଶ୍ରେୟା ଘୋଷାଲ ଓ ଟ୍ୱିଟରର ନୂଆ ସିଇଓ ପରାଗ ଅଗ୍ରୱାଲ ପିଲାଦିନର ସାଙ୍ଗ । ମଜା କଥା ଯେ,  ଶ୍ରେୟାଙ୍କ କହିବାନୁସାରେ କେବେ ପରାଗଙ୍କର ଫଲୋୟର୍ସ ବଢ଼ିଥିଲେ। ଶ୍ରେୟା ଅନେକ ବର୍ଷ ପୂର୍ବେ ଟ୍ୱିଟ୍‌ କରି ନିଜର ବନ୍ଧୁଙ୍କ ବିଷୟରେ କହି ସାରିଛନ୍ତି । ତାଙ୍କର ପୁରୁଣା ଟ୍ୱିଟ୍ସ ଭାଇରାଲ ହେଉଛି । ୨୦୧୦ରେ ଶ୍ରେୟା ଘୋଷାଲ ଟ୍ୱିଟ୍‌ କରିଥିଲେ , ଆଉ ଜଣେ ପିଲାଦିନର ସାଙ୍ଗ ମିଳିଲେ , ଫୁଡ୍ ଓ ଭ୍ରମଣକାରୀ । ଷ୍ଟାନଫୋର୍ଡର ସ୍କଲାର । ପରାଗଙ୍କୁ ଫଲୋ କରନ୍ତୁ । ଆସନ୍ତାକାଲି ତାଙ୍କର ବାର୍ଥ ଡେ , ତାଙ୍କୁ ଶୁଭେଚ୍ଛା କରନ୍ତୁ । ଏହାକୁ ନେଇ ପରାଗ ଜବାବ ଦେଇଥିଲେ କି , ଶ୍ରେୟା , ତୁମେ ବହୁତ ପ୍ରଭାବଶାଳୀ ଅଟ । ବହୁତ ଫଲୋୟର ଓ ଟ୍ୱିଟର ମେସେଜ ମିଳୁଛି ।