ସହଯୋଗୀଙ୍କୁ ଚାପୁଡ଼ା ମାରିଲେ ସିଦ୍ଧରମୈୟା: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ମହୀଶୂର ୫/୯ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟା ନିଜ ଦଳର ଜଣେ କର୍ମୀଙ୍କୁ ଚାପୁଡା ମାରିଥିବାର ଜଣାପଡ଼ିଛି । ନିକଟରେ ମହୀଶୂର ବିମାନବନ୍ଦର ପରିସରରେ ଏହି ଘଟଣା ଘଟିଛି । ସେଠାରେ ସିଦ୍ଧରମୈୟା ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଯାଉଥିବା ସମୟରେ ଉକ୍ତ କର୍ମୀଜଣକ ତାଙ୍କୁ କାହା ସହିତ କଥା ହେବାକୁ ଫୋନ ଯାଚିଥିଲେ ।

ତାଙ୍କ ପାଇଁ ସାଲିସ କରିବାକୁ ଜଣେ ସରକାରୀ ଅଧିକାରୀଙ୍କୁ ସିଦ୍ଧରମୈୟା କୁହନ୍ତୁ ବୋଲି ସେ ଚାହୁଁଥିଲେ । କିନ୍ତୁ ଏଥିରେ ଉତ୍ତେଜିତ ହୋଇ ସିଦ୍ଧରମୈୟା ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ଚାପୁଡା ମାରିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

   ସମ୍ବନ୍ଧିତ ଖବର


ଦୀପାବଳି ପୂର୍ବରୁ କିଣନ୍ତୁ ଦେଶର ସବୁଠୁ ଶସ୍ତା ବାଇକ୍, ଯାହାର ମୂଲ୍ୟ ମାତ୍ର ଏତିକି ଟଙ୍କା

ଏବେ କାଶ୍ମୀରରେ ଭାରତର ଅନ୍ୟ ରାଜ୍ୟର ଲୋକ କିଣିପାରିବେ ଜମି

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଲଦାଖ ନିର୍ବାଚନ: ୧୫ ଆସନରେ ବିଜେପିର ବିଜୟ , କଂଗ୍ରେସ ହାତରେ ୯…

ହୋଟେଲରେ ପ୍ରେମିକା ସହ ମଉଜ କରୁଥିବା ସମୟରେ ପହଞ୍ଚିଗଲେ ପତ୍ନୀ, ଆଉ ତା ପରେ…