PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମପୁର ପୁଲିସକୁ ମିଳିଲା ବଡ ସଫଳତା- ୬୦ କେଜି ଗଞ୍ଜେଇ ସହ ୫ ଗିରଫ, ଦୁଇଟି କାର୍ ଜବତ
  • ||
  • ଯୁବନେତା ସବ୍ୟସାଚୀ ମହାପାତ୍ର ବିଜେଡିରୁ ନିଲମ୍ବିତ – ଦଳ ବିରୋଧରେ ଅରୁଚିକର ମନ୍ତବ୍ୟ ଓ ବିଶୃଙ୍ଖଳା ଆଚରଣର ଅଭିଯୋଗ
  • ||
  • ସମ୍ବଲପୁର : ନାକଟିଦେଉଳରେ ଭାଲୁ ଆକ୍ରମଣରେ ୨ ଚାଷୀ ଗୁରୁତର
  • ||
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ଶହୀଦ ବାୟୁସେନା ଅଧିକାରୀଙ୍କୁ ସେନା ୟୁନିଫର୍ମରେ ସ୍ତ୍ରୀ ଦେଲେ ଶେଷ ସଲାମୀ

ଚଣ୍ଡୀଗଡ,୧।୩: ଆଗରେ ସ୍ବାମୀଙ୍କ ପାର୍ଥିବ ଶରୀର ଓ ସ୍କ୍ବାଡନ ଲିଡର ସ୍ତ୍ରୀ ଦେଉଛନ୍ତି ୟୁନିଫର୍ମରେ ଅନ୍ତିମ ସଲାମୀ। ଶେଷରେ ଧର୍ଯ୍ୟର ଆଉ ରଖିପାରିନଥିଲେ ଖୁବ୍ ଜୋରରେ କାନ୍ଦିବାରେ ଲାଗିଲେ। ଏହା ଥିଲା ଜମ୍ମୁ-କାଶ୍ମୀର ବଡଗାମ ଜିଲ୍ଲାରେ ହେଲିକପ୍ଟର ଦୁର୍ଘଟଣାରେ ଶହୀଦ ହୋଇଥିବା  ସ୍କ୍ବାଡନ ଲିଡର
ସିଦ୍ଧାର୍ଥ ବଶିଷ୍ଠଙ୍କ ଅନ୍ତିମ ସଂସ୍କାର ସମୟର ଦୃଶ୍ୟ। ତାଙ୍କର ପାର୍ଥିବ ଶରୀରକୁ ଗୁରୁବାର ବାୟୁସେନାର ବିମାନରେ ଚଣ୍ଡୀଗଡରୁ ଘରକୁ ଆଣାଯାଇଥିଲା। ସେଠାରେ ତାଙ୍କ ପତ୍ନୀ ଆରତୀ ସିଂହ ଏୟାରଫୋର୍ସ ଷ୍ଟେସନ୍ ପହଁଞ୍ଚିଥିଲେ।

source: https://www.bhaskar.com

ସିଦ୍ଧାର୍ଥଙ୍କ ସ୍ତ୍ରୀ ଆରତୀ ନିଜେ ଜଣେ ସ୍କ୍ବାଡନ ଲିଡର। ତାଙ୍କର ଛୁଟି ସରିଯାଇଥିବା ବେଳେ ସେ ଡ୍ୟୁଟିରେ ଯୋଗଦେବାକୁ  ପୁଣିଥରେ ସୀମାକୁ ଫେରିବାର ପ୍ରସ୍ତୁତିରେ ଥିବା ବେଳେ ଆସିଥିଲା ସ୍ବାମୀଙ୍କ ଶହୀଦ ହେବା ଖବର। ଗତ ବୁଧବାର ବଡଗାମ ଜିଲ୍ଲାରେ ବାୟୁସେନାର ହେଲିକପ୍ଟର ଏମଆଇ ୧୭ କ୍ରାଶ ହୋଇଯାଇଥିଲା। ଏଥିରେ ବାୟୁସେନାର ୬ ଯବାନ ଶହୀଦ ହୋଇଯାଇଥିଲେ। ସିଦ୍ଧାର୍ଥ ତାଙ୍କ ଭିତରେ ଥିଲେ। ଯେତେବେଳେ
ସିଦ୍ଧାର୍ଥ ଙ୍କ ପାର୍ଥିବ ଶରୀର ବିମାନବନ୍ଦରକୁ ଆସିଥିଲା ଆରତୀ ୟୁନିଫର୍ମ ପିନ୍ଧି ମୃତଦେହ ନେବାକୁ ଆସିଥିଲେ।

source: https://www.bhaskar.com

ଏହି ଦୃଶ୍ୟ ଦେଖି ସେଠାରେ ଥିବା ଲୋକଙ୍କ ଆଖିରେ ଆଉ ଲୁହ ରହିନଥିଲା। ସିଦ୍ଧାର୍ଥଙ୍କୁ ତାଙ୍କ ବାପା ମୁଖାଗ୍ନି ଦେଇଥିଲେ। ସିଦ୍ଧାର୍ଥଙ୍କ ପରିବାର ଗତ ୩ ପୀଢି ଧରି ସଶସ୍ତ୍ର ବଳ ପାଇଁ ସେନା ଦେଇ ଆସୁଛନ୍ତି। ଏପରିକି ୨୦୧୦ରେ କେରଳରେ ଆସିଥିବା ବନ୍ୟାରେ ଉଦ୍ଧାରକାର୍ଯ୍ୟ ଅଭିଯାନରେ ତାଙ୍କର ଭୂମିକାକୁ ନେଇ ତାଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର