୬ଫୁଟ ଲମ୍ବର ଅହିରାଜ ଉଦ୍ଧାର

ସୋର- ଛଅ ଫୁଟ ଲମ୍ବର ରୁ ଉର୍ଦ୍ଧ ଅହିରାଜ ସାପ ଉଦ୍ଧାର।     ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ବଡ଼ପୋଖରୀ ପଂଚାୟତ ଦାରିପୋଖରୀ ଗ୍ରାମର  ଗୋବିନ୍ଦ ମହାନ୍ତି ଘର ପାଖରୁ ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି ।  

ଗୋବିନ୍ଦ ମହାନ୍ତିଙ୍କ ଘରଲୋକେ ବାଡ଼ିପଛ ପଟକୁ ଯାଉଥିବା ସମୟରେ ସାପଟିକୁ ଦେଖି ଡ଼ରିଯାଇଥିଲେ । ସାପଟି   ଫଣା ଟେକି ଛିଡ଼ା ହୋଇଥିଲା।ପରେ ସୋର ଫରେଷ୍ଟ ର ପ୍ରଦୀପ ରାଉତ ଙ୍କୁ ଖବର ଦେଇଥିଲେ ସେ ଆସି ସାପଟିକୁ  ଉଦ୍ଧାର କରିଥିଲେ ।ସାପଟିକୁ ଉଦ୍ଧାର କରି ଔପଦା ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ଏଭଳି ସାପ ଆଖପାଖ ରେ ଆଉ ଥାଇପାରନ୍ତି ବୋଲି ପ୍ରଦୀପ ରାଉତ ପ୍ରକାଶ କରିଛନ୍ତି।

   ସମ୍ବନ୍ଧିତ ଖବର


ସମ ହସ୍ପିଟାଲରେ ଖୁବ ଶୀଘ୍ର ଆରମ୍ଭ ହେବ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଗୌରବ ଆଣିଲେ କନ୍ଧମାଳର ସନ୍ଧ୍ୟାରାଣୀ: ଛୁଞ୍ଚି ମୁନରେ ୬୬, ୧୫୮ କାରୁକାର୍ଯ୍ୟ କରି ଗିନିଜ୍ ବୁକରେ କଲେ ରେକର୍ଡ

ବିବାଦରେ ଥାନା ଅଧିକାରୀ, ଦୁର୍ଗାପୂଜା ଶୁଭେଚ୍ଛା ବିଜ୍ଞାପନରେ ରଖିଥିଲେ ଦଳୀୟ ଚିହ୍ନ ଓ ନେତାଙ୍କ ଫଟୋ….

ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର

ଖଣି ଇଷ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କରୋନା