PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଲକ୍‌ଡାଉନ୍‌ ହେଲାକାଳ- ମାଲକାନଗିରିରେ ଫସି ରହିଲେ ମହାରାଷ୍ଟ୍ରର ଯାଯାବର

ମାଲକାନଗିରି-ଲକ୍‌ଡାଉନ୍‌ ସମୟରେ ମାଲକାନଗିରିରେ ଯାଯାବର ଶ୍ରେଣୀର ଦୁଇଟି ପରିବାର ଫସି ରହିଛନ୍ତି । ସେମାନେ ଲକ୍‌ଡାଉନ୍‌ ପୂର୍ବରୁ ଏଠାକୁ ଆସିବ ବିଭିନ୍ନ ଜଡିବୁଟି ସହ ଅନ୍ୟ ଛୋଟ କାଟର ବ୍ୟବସାୟ କରୁଥିଲେ .

ହେଲେ ସଟ୍‌ଡାଉନ୍‌ ହେବାରୁ ଏଠାରେ ଫସି ରହିଛନ୍ତି । ଏବେ ତାଙ୍କୁ ପେଟକୁ ଦାନା ଯୋଗାଡ କରିବା କଷ୍ଟକର ହୋଇ ପଡିଛି । ଏମାନେ ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲି ବଜାରରେ ଫସି ରହିଛନ୍ତି। ଗୋବିନ୍ଦବାଲି ତ୍ରିରଙ୍ଗା ଯୁବକ ସଙ୍ଗଠନ ପକ୍ଷରୁ କିଛି ଶୁଖିଲା ଖାଦ୍ୟ ଏବଂ ଚାଉଳ ପ୍ରଦାନ କରାଯାଇଛି ।

ସେମାନେ ଫରି ଯିବା ପାଇଁ ଆକୁଳ ନିବେଦନ କରିଛନ୍ତି ।