PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଆମେରିକାର ନିର୍ବାଚନରେ ବି ଭାଗ ନେଇଛନ୍ତି ବିଲେଇ – ବିଶ୍ୱର ଏହି ପ୍ରସିଦ୍ଧ ବିଲେଇଙ୍କୁ ନେଇ ଚର୍ଚ୍ଚା

zeenews.india.com/

ନୂଆଦିଲ୍ଲୀ – ଆମ ସମସ୍ତଙ୍କ ଜୀବନରେ  ଏକ ଖାସ୍‌ ଦିନ ଥାଏ ।  ଏହିପରି ପଶୁଙ୍କ ପାଇଁ ମଧ୍ୟ ଏକ ପ୍ରମୁଖ ଦିନ କରାଯାଇଛି ।  ଆଜି ୮ ଅଗଷ୍ଟରେ ପ୍ରତି ବର୍ଷ ଅନ୍ତରାଷ୍ଟ୍ରୀୟ ବିଲେଇ ଦିବସ  ପାଳନ କରାଯାଏ । ୨୦୦୨ ମସିହାରେ ବିଲେଇ ଦିବସର ଆରମ୍ଭ ହୋଇଥିଲା । କିଛି ଲୋକଙ୍କର  କୁକୁର ପାଳିବାର ମଧ୍ୟ ସଉକ୍‌ ଥାଏ ,ତ ଆଉ କିଛି ଜଣଙ୍କର  ବିଲେଇ ପାଳିବାକୁ ଇଚ୍ଛା ଥାଏ । ଆଜିର ଦିନରେ କିଛି ଲୋକ ନିଜର ଘରର ବିଲେଇ ପାଇଁ  କେକ୍‌  ସେରେମନି ମଧ୍ୟ ଆୟୋଜନ କରିଥାନ୍ତି ।

ବିଦେଶରେ ଏମିତି ଅନେକ ବିଲେଇ  ଅଛନ୍ତି , ଯେଉଁମାନେ ସବୁ ପ୍ରକାରର ସୁଖ-ଆରାମରେ ନିଜର ଜୀବନ ଜିତିଛନ୍ତି ।

ଆମେ ଆପଣଙ୍କୁ କିଛି  ଏମିତି ବିଲେଇ ମାନଙ୍କ ବିଷୟରେ କହିବୁ ଯିଏ ରାଜନୀତି ସହ ମଧ୍ୟ ସଂପୃକ୍ତ । ଇଏ ସେହି ବିଲେଇ ଯିଏ ରାଷ୍ଟ୍ରପତି ପଦର ନିର୍ବାଚନରେ ମଧ୍ୟ  ଅଂଶଗ୍ରହଣ କରିସାରିଛନ୍ତି ।

ବିଲେଇ ଲାଇଭ୍‌ ଡିବେଟ୍‌ରେ ଭାଗ ନେଇଥିଲେ- 

ସର୍ବ ପ୍ରଥମେ ଆପଣଙ୍କୁ ଡାଃ  ଜୋକିଲ୍‌ ବିଲେଇ ବିଷୟରେ କହୁଛୁ ଯିଏ ୨୦୧୫ରେ ଆମେରିକୀୟ ରାଷ୍ଟ୍ରପତି ପଦର ନିର୍ବାଚନରେ ଅଂଶ ଗ୍ରହଣ କରିଥିଲା । ଏମିତି କି ଏହାର ଫେଡେରାଲ୍‌ ଇଲେକ୍ସନ କମିଶନ  ସହ ରେଜିଷ୍ଟ୍ରେସନ ଥିଲା । ଖାଲି ଏତିକି ନୁହେଁ  ଜେକିଲ ହଫ୍‌ପୋଷ୍ଟ ର ଲାଇଭ୍‌ ଡିବେଟ୍‌ର ମଧ୍ୟ ୱିନର ହୋଇସାରିଛି ।

ଏହା ଶୁଣି ନିଶ୍ଚୟ ଆପଣଙ୍କୁ ଅବିଶ୍ୱାସ ହେଉଥିବ , ହେଲେ ଏହି କଥା ସତ ଯେ,  ଜେକିଲ୍‌ ହଫପୋଷ୍ଟ ଲାଇଭ୍‌ ଡିବେଟ୍‌ରେ ଭାଗ ନେଇଥିଲା ।  ଏହା ସତ ଯେ, ସେ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ  ଜିତି ପାରିନାହିଁ , ହେଲେ ତାକୁ ସ୍ନେହରେ ଲୋକେ ଡଃ ଜେ ମଧ୍ୟ କହିଥାନ୍ତି ।

ମ୍ୟାକ୍କବିନ୍ସର ଫେସ୍‌ବୁକ୍‌ ପେଜ୍‌-

ଏବେ ଆଲୋଚନା କରିବା ଲିମ୍ୱର୍ବଟ ମ୍ୟାକ୍‌ବିନ୍ସ ବିଷୟରେ । ମ୍ୟାକବିନ୍ସ ଆମେରିକାର କେନ୍ତୁକି  ରାଜ୍ୟର ବିଲେଇ । ମ୍ୟାକବିନ୍ସ ୨୦୧୬ ମସିହାରେ ଅଫିସିଆଲ ସ୍ତରରେ ପଞ୍ଜୀକୃତ ହୋଇ ଆମେରିକା ନିର୍ବାଚନରେ ଭାଗ ନେଇଥିଲା । ମ୍ୟାକବିନ୍ସ  ସୋସିଆଲ ମିଡ଼ିଆରେ #meowisthetime ଭାବେ ଖୁବ୍‌ ଟ୍ରେଣ୍ଡ ହୋଇଛି । ମ୍ୟାକ୍‌ବିନ୍ସକୁ  Jezebel ପବ୍ଲିକେସନ ପକ୍ଷରୁ  ପୁରା ସମର୍ଥନ ମିଳିଛି । Jezebel ବ୍ୟତୀତ ମ୍ୟାକବିନ୍ସ କେଣ୍ଟକିର ପ୍ରମୁଖ ସ୍ଥାନୀୟ ମିଡ଼ିଆ ପ୍ରକାଶରେ  ଛପା ଯାଇଥିଲା ।  ମ୍ୟାକବିନ୍ସର ଫେସ୍‌ବୁକ୍‌ ପେଜ୍‌ ମଧ୍ୟ ଅଛି ।

ମେୟର ପଦ ଦୌଡ଼ରେ ବିଲେଇ –

ଏବେ  ଆମେ ଆପଣଙ୍କ ପରିଚୟ EI Candigato Morrris ସହ କରାଇବୁ । ମୋରିସ୍, ମ୍ୟାକ୍ସିକୋର ବିଲେଇ । ବ୍ଲାକ୍‌ ଆଣ୍ଡ ହ୍ୱାଇଟ୍‌ ରଙ୍ଗର ଖୁବ୍‌ ସୁନଦର ମୋରିସ୍‌ ୨୦୧୩ ମସିହାରେ ମ୍ୟୋକ୍ସିକୋର Xalapa ର ମେୟର ପଦ ଦୌଡ଼ରେ ସାମିଲ୍‌ ହୋଇଥିଲା ।