ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ବାପାଙ୍କର ୭ ବର୍ଷ ପୂର୍ବେ ହୋଇସାରିଥିଲା ମୃତ୍ୟୁ, କିନ୍ତୁ ଗୁଗୁଲ ଆର୍ଥରେ ଦୀର୍ଘବର୍ଷ ତଳର ଫଟୋ ଖୋଜି ବାହାର କରିଦେଲେ ପୁଅ!

ନୂଆଦିଲ୍ଲୀ,୧୦।୧: କଥାରେ ଅଛି ବାପାଙ୍କ ମୃତ୍ୟୁପରେ ପୁଅମାନେ ନିଜର ବୟସଠାରୁ ଅଧିକ ବଡ ହୋଇଯାଇଥାନ୍ତି। ଶାରିରୀକ ଅପେକ୍ଷା ମାନସିକ ସ୍ତରରେ ସେମାନେ ଦୁନିଆକୁ ଅଧିକ ଭଲ ଭାବରେ ବୁଝିପାରନ୍ତି। ଜାପାନରେ ଏଭଳି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ୭ ବର୍ଷ ପୂର୍ବେ ହୋଇଯାଇଥିଲା। ଏତେ ବର୍ଷ ପରେ ମଧ୍ୟ ସେ ତାଙ୍କ ବାପାଙ୍କର ଏକ ଫଟୋକୁ ଗୁଗୁଲ ଆର୍ଥରେ ଦେଖିପାରିଛନ୍ତି।

wp:html /wp:html

ନାମରେ ଟୁଇଟର ୟୁଜର ଜଣକ କହିଛନ୍ତି, ମହାମାରୀ ସମୟରେ ଚାରିଆଡେ ଲକଡାଉନ୍ କାରଣରୁ ଘରେ ବସି ରହିଥିଲେ। ଏହି ସମୟରେ ସେ ଗୁଗୁଲରେ ତାଙ୍କ ବାପା-ମାଙ୍କର ଘର ସର୍ଚ୍ଚ କରିଥିଲେ। ସେ ଲେଖିଛନ୍ତି, ମୋର ବାପା ନିଶ୍ଚିତ ଭାବରେ ମା’ଙ୍କୁ ଅପେକ୍ଷା କରୁଥିବେ... ସେ ଶାନ୍ତ ଓ ଦୟାଳୁ ବ୍ୟକ୍ତି ଥିଲେ।’ ଏହି ଫଟୋରେ ତାଙ୍କ ବାପାଙ୍କୁ ରାସ୍ତା ଉପରେ ଠିଆ ହୋଇଥିବାର ଦେଖିବାକୁ ମିଳୁଛି। ଏପରିକି ଟୁଇଟରରେ ସେୟାର କରାଯାଇଥିବା ଏହି ଦୁଇଟି ଫଟୋକୁ ୬ ଲକ୍ଷରୁ ଅଧିକ ଲାଇକ୍ ମିଳିଛି। ଲୋକମାନେ ଏହି ଟୁଇଟକୁ ଦେଖି ଖୁବ୍ ଇମୋସନାଲ ହୋଇପଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.