PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ନିଜ ନାଁରେ ମଟନ ଦୋକାନ ଦେଖି ଚମକି ପଡ଼ିଲେ ସୋନୁ ସୁଦ୍ , କହିଲେ –‘ମୁଁ ଶାକାହାରୀ’

ନୂଆଦିଲ୍ଲୀ :  ବଲିଉଡ୍ ଆକ୍ଟର ସୋନୁ ସୁଦ୍‌ ରବିବାର ଦିନ ଏକ ଖବରର ପ୍ରତିକ୍ରିୟା ଦେବା ବେଳେ କହିଥିଲେ କି ତାଙ୍କ ନାମରେ ଏକ ମଟନ ସପ୍‌ର ନାମ ରଖାଯାଇଛି। ହେଲେ ସେ ନିଜେ ହେଉଛନ୍ତି ଶାକାହାରୀ। ସୋନୁ ସୁଦ୍ ତେଲୁଗୁରେ ଏକ ସମାଚାର ଭିଡ଼ିଓରେ ପ୍ରତିକ୍ରିୟା ଦେଇ କହିଥିଲେ କି ତେଲେଙ୍ଗାନାର କରୀମନଗରରେ ତାଙ୍କ ନାମରେ ଏକ ମଟନ ଦୋକାନର ନାମ ରଖାଯାଇଛି ।

ଟ୍ୱିଟରରେ ଏହି ଖବରରେ କୌତୁକିଆ ଅନ୍ଦାଜରେ  ପ୍ରତିକ୍ରିୟା ଦେଇ ଅଭିନେତା ଲେଖିଛନ୍ତି , ମୁଁ ଶାକାହାରୀ । ମୋ ନାମରେ ମଟନର ଦୋକାନ ଅଛି ? ମୁଁ କିଛି ଶାକାହାରୀ ଦୋକାନ ଖୋଲିବାରେ ତାଙ୍କର ସାହାଯ୍ୟ କରି ପାରିବି ?

କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହର ଭିତରେ , ଅଭିନେତା କୋଭିଡ୍‌ ରୋଗୀଙ୍କ ପାଇଁ ଅକ୍ସିଜେନ୍‌ କନଷ୍ଟ୍ରେଟର ଓ ଅନ୍ୟ ଆବଶ୍ୟକ ଉପକରଣର ବ୍ୟବସ୍ଥା ଯୋଗାଇ ଦେଉଛନ୍ତି । ସୋନୁ ନିକଟରେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି କି ସେ ଜୁନ୍‌ରେ ଆନ୍ଧ୍ର ପ୍ରଦେଶରେ କିଛି ଅକ୍ସିଜେନ୍‌ ପ୍ଲାଣ୍ଟ ସ୍ଥାପନା କରିବେ ।

ସମ୍ବନ୍ଧିତ ଖବର