ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

କରୋନା ସହ ଲଢ଼ିବା ପାଇଁ ପୁଣି ଅଣ୍ଟା ଭିଡ଼ିଲେ ସୋନୁ ସୁଦ୍‌, ଇନ୍ଦୋର ପଠାଇଲେ ୧୦ଟି ଅକ୍ସିଜେନ୍‌ ଜେନେରେଟର

ମୁମ୍ବାଇ ୧୬।୪ : ଦେଶରେ ପୁଣି ଥରେ କରୋନା ଭାଇରସ୍ ହାହାକାର ସୃଷ୍ଟି କରିଛି । ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଡାକ୍ତରଖାନାଗୁଡ଼ିକରେ ଆଉ ସ୍ଥାନ ନାହିଁ । ତେବେ ଏସବୁକୁ ଦୃଷ୍ଟିରେ ରଖି ବଲିଉଡ ଅଭିନେତା ସୋନୁ ସୁଦ କରୋନାର ଦ୍ୱିତୀୟ ଲହର ସହିତ ଲଢ଼ିବାକୁ ପୁରାପୁରି ପ୍ରସ୍ତୁତ ହୋଇସାରିଛନ୍ତି। ନିକଟରେ ସେ ମଧ୍ୟପ୍ରଦେଶର ଇନ୍ଦୋର ପାଇଁ ଏକ ସାହାଯ୍ୟର ହାତ ବଢ଼ାଇଛନ୍ତି।

{"id":244803,"width":766,"height":575,"sizeSlug":"large","linkDestination":"none"}

ବର୍ତ୍ତମାନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ  ସହିତ ବର୍ତ୍ତମାନ ଡାକ୍ତରଖାନାଗୁଡ଼ିକରେ ମୌଳିକ ସୁବିଧାର ଅଭାବ ଦେଇଛି। ଡାକ୍ତରଖାନାଗୁଡ଼ିକରେ ଅକ୍ସିଜେନ ଜେନେରେଟର ଏବଂ ବେଡ୍‌ର ବହୁତ ଅଭାବ ରହିଛି । ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦ ଇନ୍ଦୋର ଆଡକୁ ଏକ ସାହାଯ୍ୟ ହାତ ବଢ଼ାଇଛନ୍ତି। ସୋନୁ ସୁଦ ବିଷୟରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

wp:html /wp:html

ଏହି ଭିଡ଼ିଓରେ ସୋନୁ ସୁଦ୍‌ କହୁଛନ୍ତି, ମୁଁ ସମସ୍ତ ଇନ୍ଦୋରବାସୀଙ୍କୁ କହିବାକୁ ଚାହୁଁଛି କି, ଆପଣ ନିଜର ଧ୍ୟାନ ରଖନ୍ତୁ। ଗତକାଲି ମୋତେ ଜଣାପଡ଼ିଲା କି ଇନ୍ଦୋରର ଲୋକମାନେ ବହୁ ଅକ୍ସିଜେନର ଅଭାବ ରହିଛି। ମୁଁ ଇନ୍ଦୋରକୁ ୧୦ଟି ଅକ୍ସିଜେନ ଜେନେରେଟର ପଠାଉଛି । ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ, ପରସ୍ପରକୁ ସମର୍ଥନ କରନ୍ତୁ, ଯାହା ଦ୍ବାରା ଆମେ ଏହି ମହାମାରୀରୁ ବାହାରି ପାରିବା। ମୁଁ ନିଶ୍ଚିତ ଯେ ଯଦି ଆମେ ପରସ୍ପରକୁ ସମର୍ଥନ କରୁ, ତେବେ ଏହି ସମସ୍ୟା ଦୂର ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.