କରୋନା ଲକଡାଉନ୍‌ର ଲାଭ -ପୃଥିବୀରେ ଧ୍ୱନି ପ୍ରଦୂଷଣ କମିଛି

SOUND POLLUTION

କରୋନା ଭାଇରସ ସଂକ୍ରମଣ ପାଇଁ ଲାଗୁ କରାଯାଇଥିବା ଲକଡାଉନ୍‌ ବ୍ୟବସ୍ଥା ଯୋଗୁ ଏକ ଫାଇଦା ମଧ୍ୟ ହୋଇଛି । ତା’ ହେଲା ପୃଥିବୀରେ ଧ୍ୱନି ପ୍ରଦୂଷଣ ବହୁତ କମିଛି । ବୈଜ୍ଞାନିକମାନେ ଏହା ପ୍ରକାଶ କରିଛନ୍ତି ।

ସେମାନଙ୍କ ଅନୁସାରେ ସାରା ବିଶ୍ୱରେ ଧ୍ୱନି ପ୍ରଦୂଷଣ ଏବେ ଏତେ କମିଯାଇଛି ଯେ ବହୁତ ଛୋଟ ଛୋଟ ଭୂକମ୍ପକୁ ମପାଯାଇପାରୁଛି । ପୂର୍ବରୁ ଏହା କରିବା କଷ୍ଟକର ଥିଲା । ବୈଜ୍ଞାନିକମାନେ ଆହୁରି କହିଛନ୍ତି

ଯେ ମଣିଷମାନଙ୍କ ପ୍ରକୃତି ହେଲା ଯେଉଠାରେ ରହିବେ ସେଠାରେ ହୋ-ହଲ୍ଲା କରିବେ । ଗାଡ଼ି,  କଳକାରଖାନା ପ୍ରଭୃତିରୁ ବାହାରୁଥିବା ଶଦ୍ଦ, ବିମାନ ଉଡ଼ିବା ଫଳରେ ସୃଷ୍ଟି ହେଉଥିବା ଶଦ୍ଦ ବହୁ ପରିମାଣରେ ଧ୍ୱନି ପ୍ରଦୂଷଣ କରୁଥିଲା । ଏହି ଶଦ୍ଦ ପୃଥିବୀର କଂପନକୁ ବି ବଢାଇ ଦେଉଥିଲା । ଏବେ ଲକଡାଉନ୍‌ ହେବା ପରେ ଧ୍ୱନି ପ୍ରଦୂଷଣ ବହୁତ ମାତ୍ରାରେ କମିଯାଇଛି । ତେଣୁ ପୃଥିବୀର କଂପନ ବି କମିଛି ।

   ସମ୍ବନ୍ଧିତ ଖବର


ରାଜଧାନୀରେ ଶସ୍ତା ହେବ ମଦ, ଲାଗିବନି ୭୦ ପ୍ରତିଶତ କରୋନା ଟ୍ୟାକ୍ସ

କରୋନାରେ ମୃତ୍ୟୁ ପରେ ଆସିଲେନି ପରିବାର ଲୋକ, ଶବକୁ ଷ୍ଟ୍ରେଚରରୁ କବର ଭିତରକୁ ଫୋପାଡି ଦେଲେ ମେଡିକାଲ ଷ୍ଟାଫ୍

୩୦ ବର୍ଷ ପରେ ମୃତ ବ୍ୟକ୍ତିଙ୍କୁ ଧରିଲା CBI ! ବ୍ୟାଙ୍କ ଘୋଟାଲା କରି ମିଛ ମୃତ୍ୟୁର ରଚିଥିଲେ ଷଡଯନ୍ତ୍ର

ଏଲ୍‌ଏସି ସୀମା ବିବାଦ ପ୍ରସଙ୍ଗ: ଭାରତ-ଚୀନ ଆଲୋଚନା ବିଫଳ ! ଅନେକ ପର୍ଯ୍ୟାୟ କଥାବାର୍ତ୍ତାରୁ ବାହାରିଲାନି ନିଷ୍କର୍ଷ

ଆଫ୍ରିକାରେ ଅଲ୍‌ କାଏଦା କମାଣ୍ଡର ‘ଅବଦେଲମାଲେକ ଡ୍ରକ୍‌ଡେଲ’ ନିହତ

ଜନଧନ ଖାତାରେ ଏହି ଦିନ ସୁଦ୍ଧା ଆସିବ ଶେଷ କିସ୍ତି, ତାରିଖ ଅନୁସାରେ ମିଳିବ ଟଙ୍କା