PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ସୌରଭ ଗାଙ୍ଗୁଲିଙ୍କ ପୋଲ୍ ଖୋଲିଲେ ଝିଅ ସନା, କରିଦେଲେ ଟ୍ରୋଲ୍

ମୁମ୍ବାଇ ୩୦।୧୨ : ଝିଅ ସନା ଗାଙ୍ଗୁଲି ସୋସିଆଲ ମିଡ଼ିଆରେ ପୁଣି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଟ୍ରୋଲ କରିଛନ୍ତି। ସୌରବ ଗାଙ୍ଗୁଲି ରବିବାର ଦିନ ଇଂଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଥିଲେ ଯେ, ‘ରବିବାର କାମ କରିବା ପସନ୍ଦ ନୁହେଁ। ’

ଏହି ଫଟୋରେ ଗାଙ୍ଗୁଲି ଏକ ପାର୍କରେ ଠିଆ ହୋଇଥିବାର ନଜର ଆସୁଛି। ଗାଙ୍ଗୁଲିଙ୍କ ଏହି ପୋଷ୍ଟରେ ତାଙ୍କ ଝିଅ ସନା ନିଜ ଜବାବରେ  ନିଜ ବାପାଙ୍କୁ ପୁଣି ଥରେ ଅସୁବିଧାରେ ପକାଇଦେଇଛନ୍ତି। ସନା ଏହି ପୋଷ୍ଟରେ କମେଣ୍ଟ କରିଛନ୍ତି କି, ‘ଦେଖନ୍ତୁ କିଏ କାମ କରୁନାହିଁ ଏବଂ ୧୨ଟା ପର୍ଯ୍ୟନ୍ତ ବିଛଣାରେ ଆରାମ କରୁଛନ୍ତି। ଲଗେ ରହୋ ଡାଡ୍।’

ତେବେ ଏହା ପ୍ରଥମ ଥର ନୁହେଁ, ସାରା ନିଜ ବାପାଙ୍କୁ ପୂର୍ବରୁ ଅନେକ ଥର ଅସୁବିଧାରେ ପକାଇଛନ୍ତି ଏବଂ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡ଼ିଆରେ ସବୁବେଳେ ଏଭଳି ଥଟ୍ଟା ମଜ୍ଜା ଦେଖିବାକୁ ମିଳିଥାଏ।

View this post on Instagram

Hate working on a Sunday ☺️

A post shared by SOURAV GANGULY (@souravganguly) on