ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

ୱାଶିଂଟନ – ଆଜିକାଲି ବେଶୀ ମାତ୍ରାରେ ଲୋକେ ସପିଂ ମଲ୍‌ ମୁହାଁ । ଖୁବ୍‌ ଶସ୍ତାରେ ଲୋକେ ଏଠାରୁ ଜିନିଷ ସବୁ ପାଇଥାନ୍ତି। ସେଥିପାଇଁ ବର୍ତ୍ତମାନ ସମୟରେ ସବୁଠାରେ ବଡ଼ ବଡ଼ ସପିଂ ମହଲ ଓ ଡ୍ରେସ୍‌ ଷ୍ଟୋରର ଚାହିଦା ବଢ଼ିଚାଲିଛି । ବଜାର ଦର ଠାରୁ ଖୁବ୍‌ ଶସ୍ତାରେ ଲୋକଙ୍କୁ ଡ୍ରେସ୍‌ ଆଇଟମ୍‌ ଠାରୁ ନେଇ , ଗ୍ରୋସରୀ ଓ ଅନ୍ୟାନ୍ୟ ଘରୋଇ ଆସେସୋରିଜ୍‌ ସବୁ ଉପଲବ୍ଧ ହେଉଛି। ଏହିପରି ଏକ ସପିଂ ମଲ୍‌ର ଖବର ସାମନାକୁ ଆସିଲା । ଆମେରିକାର ଏହି  ଟିକେ ମାକ୍ସ ( TK Maxx)ଷ୍ଟୋରରୁ ଏହି ଘଟଣା ଏବେ ଚର୍ଚ୍ଚାରେ ।

ଟିକେ ମାକ୍ସ ହେଉଛି ଆମେରିକାର ଏକ କ୍ଲଥ୍ ରିଟେଲର ସଂସ୍ଥା । ଏହା ବଡ଼ ବଡ଼ ବ୍ରାଣ୍ଡର ପୋଷାକ ଆଇଟମକୁ କମ୍‌ ଦାମରେ ଯୋଗାଇଥାଏ । ଏଥିପାଇଁ ଏଠାରେ ଲୋକଙ୍କର ବେଶୀ ଭିଡ଼ ହୁଏ । ଲୋକେ ମନ ମୁତାବକ ଓ ଶସ୍ତାରେ ଜିନିଷ ପାଇବାକୁ ଏଠାରେ ସୁଅ ଛୁଟେ ।

The store is known for it's cheap prices

ଏହି TK Maxx ରେ ପୂର୍ବରୁ କାମ କରୁଥିଲେ ଡେଲ୍‌ ଓ କିଫ୍‌ ନାମକ ବ୍ୟକ୍ତି । ତାଙ୍କର ଏକ ଟ୍ୱିଟ୍‌ ଏବେ ଭାଇରାଲ ହୋଇଛି । ସେ ଏହି କ୍ଲଥ୍‌ ଷ୍ଟୋରରେ ଥିବା ଟ୍ରାଏଲ୍‌ ରୁମ୍‌ର ରହସ୍ୟ କଥା କହିଛନ୍ତି । ଯାହାକି କେହି କେବେ ଏମିତି କଥା ଶୁଣିନଥିବେ କି କେବେ ଏମିତି ଘଟେ ବୋଲି ଭାବିନଥିବେ ।  

ଷ୍ଟୋରର ଲେଡିଜ୍‌ ଟ୍ରାଏଲ ରୁମ୍‌ରେ କ୍ୟାମେରା ବା କୌଣସି ସିସିଟିଭି ଲାଗିବା ନେଇ ହଙ୍ଗାମା ସୃଷ୍ଟି ହେବା କଥା ଶୁଣିଥିବେ । ଏହା କିନ୍ତୁ ତାହା ନୁହେଁ । ଏହା ବ୍ୟତୀତ ଆହୁରି ଅନେକ କଥା ଅଛି , ଯାହାକି ଆମର ଭାବନାର ବାହାରେ। ଏହି କଥା ଏହି ଟିକେ ମାକ୍ସରେ କାମ କରୁଥିବା କର୍ମଚାରୀ ଜଣଙ୍କ ସେୟାର କରିଛନ୍ତି ।

ଡେଲ୍‌ ଓ’ କିଫ୍‌ କହିଛନ୍ତି କି, ଏଠାରେ ଶସ୍ତାରେ ସବୁ ମିଳୁଥିବାର ଅନେକ ଲୋକଙ୍କର ଭିଡ଼ ହୁଏ । ଭଲ ଜିନିଷ ବି ଏଠାରେ ଲୋକଙ୍କୁ ଦିଆଯାଏ । କିନ୍ତୁ ଏହି ଭିଡ଼ ଭିତରେ ଅନେକ କିଛି ଘଟେ ଯାହା  ଏହି ଷ୍ଟୋରର କର୍ମଚାରୀମାନେ ହିଁ ଜାଣନ୍ତି ।

Dale said items go on sale every six weeks in store

ସେ ଟ୍ୱିଟ୍‌ରେ ଲେଖିଛନ୍ତି, ଲୋକେ ଅନେକ ଜିନିଷ ବି ଚୋରୀ କରିନିଅନ୍ତି ଏବଂ ଆମେ ସେଲ୍‌ର ଶେଷରେ ଯେତେବେଳେ ସବୁ ଜିନିଷକୁ ଯାଞ୍ଚ କରି ରଖୁ ବହୁତ  ସମସ୍ୟାରେ ପଡ଼ିଯାଉ । ସବୁଠୁ ବେଶୀ ଅଡ଼ୁଆରେ ପକାଏ ଡ୍ରେସ୍‌ ଟ୍ରାଏଲ ରୁମ୍‌ । ଏଠାରେ ଆମେ ଅନେକ ସମୟରେ ପରିସ୍ରାର ଦୁର୍ଗନ୍ଧ ପାଉ । ଆଉ ମଧ୍ୟ ଷ୍ଟୋରର ସସ୍‌ପେନ୍‌କୁ ଶୌଚାଳୟ ଭାବେ ବ୍ୟବହାର କରି  ପରିସ୍ରା କରି ଉପର ଥାକରେ ଥୁଆ ହୋଇଥାଏ ।

ଆଡଲ୍ଟ ଥିମ୍ ପାର୍କରେ ଚାଲେ ଏମିତି କାମ …ବୟସ୍କ ଲୋକଙ୍କ ଛୁଟୁଛି ସୁଅ

 ସବୁଠି ବେଶୀ ଆଶ୍ଚର୍ଯ୍ୟ ଲାଗେ ଟ୍ରାଏଲ୍‌ ରୁମ୍‌ରେ ମହିଳା ବା ଯୁବତୀଙ୍କର ଅନ୍ତଃବସ୍ତ୍ର ଚିରା ଫଟା ଓ ମଇଳା ହୋଇ ପଡ଼ିଥାଏ , ଆଉ କିଛି ଝୁଲି ରହିଥାଏ ଏବଂ ସାନିଟାରୀ ପ୍ୟାଡ୍‌ ମଧ୍ୟ ଡ୍ରେସ୍‌ ଭିତରୁ ମିଳେ ।

Secrets and hacks from TK Maxx insiders that will help you find the best  bargains - Mirror Online

ଏହି କର୍ମଚାରୀ ଜଣଙ୍କ କହିଛନ୍ତି, ଏହା ଆମକୁ ବହୁତ ଘୃଣା ଲାଗେ । ସଂସ୍ଥା ଲୋକଙ୍କ ଭଲ ଚିନ୍ତା କରି ଶସ୍ତାରେ ଜିନିଷ ଦେଉଥିବା ବେଳେ ଲୋକେ ଏହାକୁ ଏପରି କରିଦିଅନ୍ତି , ଯାହା କି ଅନ୍ୟ ବ୍ୟକ୍ତି ପାଇଁ ଅସହ୍ୟ ବୋଧ ହୁଏ ।

ଏଣୁ ଆପଣ ଯେବେ ଏହି ସପିଂ ମଲ୍‌ ବା ଡ୍ରେସ୍‌ ଷ୍ଟୋରକୁ ଯାଉଛନ୍ତି ତ ଟିକେ ଦେଖିଚାହିଁ ଟ୍ରାଏଲ ରୁମ୍‌ ବ୍ୟବହାର କରୁଥିବେ । ନୁହେଁତ ଆପଣ ବି ଏପରି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।  

ଏହାସହ ମଧ୍ୟ ପଢ଼ିପାରିବେ – ଭିଡ଼ିଓ କଲ୍‌ରେ ଉଲଗ୍ନ ହେବାକୁ ଯୁବତୀଙ୍କୁ ଜିଦ୍ କରୁଥିଲେ ! ବାହୁବଳୀ ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ….

କରୋନା ବେଳେ ନିଆରା ବିବାହ – ଦୂରରେ ରହି ଦୂରବୀକ୍ଷଣରେ ବାହାଘର ଦେଖିଲେ ପରିବାର ଲୋକେ

   ସମ୍ବନ୍ଧିତ ଖବର


କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

ସମୁଦ୍ର କୂଳରେ ମୃତଦେହ ଦେଖି ଡରିଗଲେ ମହିଳା, ପାଖରୁ ଦେଖିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ…

ବିଶ୍ବାସ ନା ଅନ୍ଧବିଶ୍ବାସ ! ଭାରତର ଏହି ମନ୍ଦିରରେ କରାଯାଉଛି କଳା କୁକୁରକୁ ପୂଜା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

SBIର କୋଟି କୋଟି ଗ୍ରାହକଙ୍କୁ ଉପହାର, ଆପ୍‌ରେ ଲଞ୍ଚ୍ ହେଲା ନୂଆ ସେବା

ମରୁଭୂମିରେ ରହସ୍ୟମୟ ବସ୍ତୁର ସନ୍ଧାନ, ହେଲିକପ୍ଟର ଉଡାଣ ଆରମ୍ଭ କରିବା ବେଳେ ଦେଖିଲେ ପାଇଲଟ୍

Google Pay ବ୍ୟବହାରକାରୀଙ୍କୁ ଝଟକା, ନୂଆବର୍ଷରୁ ଲାଗିବ ଚାର୍ଜ