PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ମାସ୍କ ଭିତରେ ଥିଲା ପିତାଙ୍କ ମୃତ୍ୟୁର ଦୁଃଖ – ଇନସ୍ପେକ୍ଟର ୧୩ ଘଣ୍ଟା ଯାଏ ଦୁଃଖ ଲୁଚାଇ ନେଲେ ପରେଡ୍‌ର ନେତୃତ୍ୱ

oneindia.com

ଚେନ୍ନାଇ – ଚଳିତ ବର୍ଷ ସମସ୍ତଙ୍କ ପାଇଁ ନିଶ୍ଚୟ ସ୍ୱତନ୍ତ୍ର ହୋଇ ରହିବ । କାରଣ କରୋନା ଭାଇରସ୍‌ ସବୁକିଛିରେ ପରିବର୍ତ୍ତନ ଆଣିଦେିଛି । ଆଉ ଏହି ବର୍ଷର ସ୍ୱାଧୀନତା ଦିବସକୁ ଆସନ୍ତା ପିଢ଼ି ମଧ୍ୟ କେବେ ଭୁଲିପାରିବେ ନାହିଁ । ମାସ୍କ ସହ ଦେଶର ଭିନ୍ନ ଭିନ୍ନ ଭାଗରେ ସ୍ୱାଧୀନତା ଦିବସର  ଆୟୋଜନ ହୋଇଥିଲା । କିନ୍ତୁ ଏହି ମାସ୍କ ,ଇନସ୍ପେକ୍ଟର  ଏନ୍‌ ମାହେଶ୍ୱରୀଙ୍କ ପାଇଁ ନିଜର ଦୁଃଖକୁ ଲୁଚାଇବାର ମାଧ୍ୟମ ପାଲିଟି ଯାଇଥିଲା ।

परेड के बाद तुरंत रवाना

ତିରିନଲେବେଲିରେ ଜଣେ ପୁଲିସ୍‌ ଇନସ୍ପେକ୍ଟର ଭାବେ ମୁତୟନ ଏନ୍‌ ମାହେଶ୍ୱରୀ । ୭୪ ତମ ସ୍ୱାଧୀନତା ଦିବସରେ ନିଜର ଡ୍ୟୁଟି ପ୍ରତି ଯେଉଁ ନିଷ୍ଠା ଦେଖାଇଛନ୍ତି , ସେ ଅନ୍ୟ ପାଇଁ  ଏକ ଉଦାହରଣ ପାଲଟି ଯାଇଛନ୍ତି । ନିଜର ୮୩ବର୍ଷର ପିତାଙ୍କୁ ହରାଇବାର ଦୁଃଖ ଥିଲା ତାଙ୍କ ପାଇଁ ପାହାଡ଼ ସଦୃଶ । ହେଲେ ପିନ୍ଧିଥିବା ମାସ୍କରେ ଲୁଚାଇ ମାହେଶ୍ୱରୀ ପରେଡର ସଫଳତାପୂର୍ବକ ନେତୃତ୍ୱ ନେଇଥିଲେ ।

लोग कर रहे साहस को सलाम

ଏନ୍‌ ମାହେଶ୍ୱରୀଙ୍କ ପିତା ନାରାୟଣସ୍ୱାମୀଙ୍କର ସ୍ୱାସ୍ଥ୍ୟ ବହୁତ ଖରାପ ଥିଲା ।  ୧୪ ଅଗଷ୍ଟ ଶୁକ୍ରବାର ରାତିରେ ତାଙ୍କର ନିଧନ ହୋଇଯାଇଥିଲା ।  ଇନସ୍ପେକ୍ଟର  ମାହେଶ୍ୱରୀଙ୍କ ପାଇଁ ଦୁଃଖ ବହୁତ ବଡ଼ ଥିଲା ହେଲେ ସେ କର୍ତ୍ତବ୍ୟ ଆଗରେ ସେ ସବୁକୁ ଭୁଲି ଗଲେ । ସେ ନିଜର ଦାୟିତ୍ୱ ନିଭାଇଲେ , କାରଣ ତାଙ୍କୁ ଲାଗିଲାକି ଏହି ଶେଷ ସମୟରେ ଯଦି  କେହି ଜୁନିୟର ପରେଡକୁ ଲିଡ୍‌ କରେ , ସବୁ ଭୁଲ୍‌ ହୋଇପାରେ ।

क्‍वारंटाइन के बाद लौटीं ड्यूटी पर

ଏଥିପାଇଁ ନିଜର ଡ୍ୟୁଟିକୁ ପ୍ରାଥମିକତା ଦେଲେ ଏବଂ ଆସନ୍ତା ଦିନ ସକାଳେ ଦଳର ନେତୃତ୍ୱ କରିବାର ନଜର ଆସିଥିଲେ । ଯେମିତି ଏହି କାର୍ଯ୍ୟକ୍ରମ ସରିଥିଲା ଇନସ୍ପେକ୍ଟର  ମାହେଶ୍ୱରୀ ତିରୁନଲେବେଲୀରୁ ୨୦୦ କିଲୋମିଟର ଦୂର ଡିଣ୍ଡିଗୁଲ ଜିଲ୍ଲାର ବଡାମଦୁରେକୁ ଚାଲି ଯାଇଥିଲେ ।  

ସମ୍ବନ୍ଧିତ ଖବର