ଅଦ୍ଭୁତ ରେକର୍ଡ –୧୩ ମିନିଟ୍‌ରେ ୧୧୧ଟି ତୀର ମାରିଲେ ୫ବର୍ଷିୟା ସଞ୍ଜନା

ଚେନ୍ନାଇ , ଅଗଷ୍ଟ ୧୬ – ଚେନ୍ନାଇରେ ରହୁଥିବା ଏକ ପାଞ୍ଚ ବର୍ଷର ବାଳିକା ଅଦ୍ଭୁତ କାମ କରି ଦେଖାଇଛନ୍ତି। ଏହି ଛୋଟ ପିଲାଟି ତୀରନ୍ଦାଜି ଖେଳରେ ଯେଉଁ ରେକର୍ଡ କରିଛନ୍ତି , ତାହା କେହି ଦକ୍ଷ ଖେଳାଳୀ ଏବେ ସୁଦ୍ଧା କରିପାରିନାହାନ୍ତି । ୫ବର୍ଷୀୟା  ସଞ୍ଜନା  ସ୍ୱାଧୀନତା ଦିବସ ଅବସରରେ ବିନା ବିଶ୍ରାମରେ ୧୩ ମିନିଟ୍‌ରେ ୧୧୧ଟି ତୀର ଚଳାଇ ପାରିଛନ୍ତି ।

5 साल की बच्ची ने बनाया अद्भुत रिकॉर्ड,13 मिनट में चलाए 111 तीर

ସଞ୍ଜନା ହେଉଛନ୍ତି ବିଶ୍ୱର ଏକମାତ୍ର ପିଲା ଯିଏ କେବଳ ୧୩ ମିନିଟ୍‌ରେ ୧୧୧ଟି ତୀର ଚଳାଇଛନ୍ତି । ଖାଲି ଏତିକି ନୁହେଁ , ଏହି ସମୟରେ  ସେ ୧୫ ସେକେଣ୍ଡର ଅପ୍-ଡାଉନ୍‌ ପୋଜିସନରେ ମଧ୍ୟ ଏହା କରି ଦେଖାଇଛନ୍ତି ।  ଏବେ ଗିନିଜ୍‌ ବୁକ୍‌ରେ ତାଙ୍କର ରେକର୍ଡକୁ ସ୍ଥାନ ଦେବାକୁ ପ୍ରସ୍ତୁତି ଚାଲିଛି ।

5 साल की बच्ची ने बनाया अद्भुत रिकॉर्ड,13 मिनट में चलाए 111 तीर
5 साल की बच्ची ने बनाया अद्भुत रिकॉर्ड,13 मिनट में चलाए 111 तीर

୫ବର୍ଷିୟା ସଞ୍ଜନାଙ୍କର ଟ୍ରେନର ଶିହାନ ହୁସେନ୍‌ କହିଛନ୍ତି , ସାଧାରଣରେ ବିଶ୍ୱ ଓ ଯେକୌଣସି ରାଷ୍ଟ୍ରୀୟ ସ୍ତରରେ ପ୍ରତିଯୋଗୀତାରେ ଜଣେ ଟ୍ରେଣ୍ଡ ତୀରନ୍ଦାଜ ୪ମିନିଟ୍‌ରେ ୬ ଟି ତୀର ଚଳାଇ ଥାଏ । ଏହାର ଅର୍ଥ ୨୦ମିନିଟ୍‌ରେ ଏମିତି ପ୍ରଫେସନାଲ ତୀରନ୍ଦାଜ ୩୦ଟି ତୀର ଚଳାଇପାରିବେ । କିନ୍ତୁ ଏହି ପିଲା ୧୩ ମିନିଟ୍‌ରେ ୧୧୧ଟି ତୀର ଚଳାଇଛନ୍ତି , ନିଶ୍ଚୟ ଏହା ଏକ ଆଶ୍ଚର୍ଯ୍ୟକର କଥା ।

   ସମ୍ବନ୍ଧିତ ଖବର


ସାଇକେଲରେ ସାରା ବିଶ୍ୱ ବୁଲୁଛନ୍ତି ଏହି ବ୍ୟକ୍ତି, ଏପର୍ଯ୍ୟନ୍ତ ଯାଇ ସାରିଛନ୍ତି ଏତେ ଦେଶ…

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ