PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଦେଖନ୍ତୁ ଭିଡିଓ- କାର୍‌ ଧକ୍କାରେ ଉଡିଗଲା ବାଇକ୍‌ , ଖଣ୍ଡ ଖଣ୍ଡ ହୋଇଗଲା : ରାସ୍ତାକଡରେ ଛଟପଟ ହୋଇ….

ଦୁନିଆରେ ପ୍ରତିଦିନ ଅନେକ ସଡକ ଦୁର୍ଘଟଣା ହେଉଛି । ଏହାର ଅନେକ ଭିଡିଓ ସାମ୍ନାକୁ ଆସିଛି । ଏବେ ଏପରି ଏକ ଭିଡଓ ଆସିଛି ଯାହା ଅନେକଙ୍କ ହୋସ୍‌ ଉଡାଇ ଦେବ । ଏଥିରେ ଦ୍ରୁତ ଗତିରେ ଯାଉଥିବା ଏକ କାର୍‌ ରାସ୍ତାର ବାମ ପଟେ ଯାଉଥିବା ବାଇକ୍‌କୁ ଧକ୍କା ଦେଉଥିବା ଦେଖିବା ପାଇଁ ମିଳିଛି । ଏଥିରେ କଳାରଙ୍ଗର କାର୍‌ ଦ୍ରୁତ ଗତିରେ ଅନ୍ୟ କାର୍‌ମାନଙ୍କୁ ଅତିକ୍ରମ କରିବା ସହ ରାସ୍ତାର ଠିକ୍‌ ଦିଗରେ ଯାଉଥିବା ଏକ ବାଇକ୍‌କୁ ପଛପଟୁ ଜୋର୍‌ରେ ଧକ୍କା ଦେଇଥିଲା । ଏଥିରେ ବାଇକ୍‌ଟି ଘୋଷାରୀ ହୋଇ ରାସ୍ତାକଡରେ ଥିବା ସୁରକ୍ଷା ଖୁଣ୍ଟିରେ ମାଡ ହୋଇଥିଲା । ବାଇକ୍‌ ସବାର ଦୁଇଜଣ ରାସ୍ତାର ପଡିଯାଇଥିଲେ । ଏଥିରେ ଜଣେ ଉଠିଯାଇଥିବା ବେଳେ ଅନ୍ୟଜଣଙ୍କ ରାସ୍ତା କଡରେ ପଡି ବେଶ୍‌ କିଛି ସମୟ ଛଟପଟ ହୋଇଥିଲେ । ଏହା ପଛରୁ ଆସୁଥିବା ଅନ୍ୟ ଏକ କାର୍‌ରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିଲା । ଏହି ଦୃଶ୍ୟଟି ଭାରତର । ତାମିଲନାଡୁର ସଲେମ୍‌- କୋଏମ୍ବୁଟର ରାସ୍ତାର ।

ଧକ୍କା ଦେବା ପରେ କାର୍‌ଟି ତୁରନ୍ତ ସେଠାରୁ ଚାଲିଯାଇଥିଲା । ଲୋକମାନେ କିପରି ଅବସ୍ଥାରେ ଅଛନ୍ତି ତାହା ଦେଖିବା ପାଇଁ ଅଟକି ନଥିଲା । ବିଭିନ୍ନ ସାମାଜିତ ଗଣମାଧ୍ୟମରେ ଏହାର ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଛି । ଲୋକମାନେ କାର୍‌ଚାଳକକୁ ନିନ୍ଦା କରିଛନ୍ତି । ଏହି ଭିଡିଓ ତାମିଲନାଡୁର ବୋଲି କୁହାଯାଉଛି । ବାଇକ୍‌ ସବାର ଦୁଇଜଣ ଯୁବକ ନିଜ ସହର ପାଲାନୀ ଯାଉଥିଲେ । ଏହି ସମୟରେ କାର୍‌ଟି ସେମାନଙ୍କୁ ଧକ୍କା ଦେଇ ସେଠାରୁ ଖସି ଚାଲିଯାଇଥିଲା ।

କାର୍‌ ଧକ୍କାରେ ଅଜିତ୍‌ ଏବଂ ଅରୁଣ ନାମକ ଯୁବକ ଗୁରୁତର ହୋଇଥିଲା । ଅଜିତ୍‌ ତାଙ୍କ ସାଙ୍ଗ ସହ ପାଲାନୀ ଯାଉଥିଲେ । ସଲେମ୍‌- କୋଏମ୍ବୁଟର ରାଜପଥରେ ଏହି ଘଟଣା ଘଟିଥିଲା । ଅନ୍ୟ ଏକ କାର୍‌ରେ ଏହି ଘଟଣା ସମ୍ପୂର୍ଣ୍ଣ ଭାବେ କଏଦ ହୋଇଥିଲା । ସ୍ଥାନୀୟ ଲୋକମାନେ ଆହତ ଦୁଇ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୋଲିସ ଫୁଟେଜ୍‌ ଆଧାରରେ ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର