PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୨୮ ପଜିଟିଭ୍ ଚିହ୍ନଟ
  • ||
  • ନୂଆଦିଲ୍ଲୀ : ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୧୮ରୁ ପୁଣି ବଢ଼ିବ ବର୍ଷା, ଉତ୍ତର ଓଡିଶାରେ ପ୍ରବଳ ଛେଚିବ
  • ||
  • ସମ୍ବଲପୁର : ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତିି
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ସୁନିଆଁ ପର୍ବ ପାଳନ, ଜଗା ଦର୍ଶନ ବନ୍ଦ
  • ||
  • ଭୁବନେଶ୍ୱର : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ
  • ||
  • ନୀଳଗିରି : ଡାକବଙ୍ଗଳା ରାସ୍ତାରେ ବୁଲୁଛି ଭାଲୁ
  • ||
  • ସାନଖେମୁଣ୍ଡି : ଗାଧୋଇ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ମହିଳା ମୃତ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ୧୨ ଘଣ୍ଟିଆ ବନ୍ଦ, ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଛି ଟ୍ରକ୍ ମାଲିକ ସଙ୍ଘ
  • ||
  • ଜଳେଶ୍ଵର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଜଳମଗ୍ନ ୫ଟି ପଞ୍ଚାୟତ
  • ||
  • ପାଟଣା : ଦାଉ ସାଧିଲା ଲଗାଣ ବର୍ଷା, ବନ୍ଧ ଭାଙ୍ଗି ବାଲି ଚରିଗଲା ଏକର ଏକର ଚାଷ ଜମି
  • ||

SpiceJet ର ‘ରେଡ୍ ହଟ୍’ ଇଣ୍ଟରନ୍ଯାସନାଲ୍ ସେଲ୍, ଟିକେଟ୍ ୩୯୯୯ ଟଙ୍କାରୁ ଆରମ୍ଭ

ନୁଆଦିଲ୍ଲୀ ୨୬/୮: ସ୍ପାଇସଜେଟ୍ ରେଡ୍ ହଟ୍ ଇଣ୍ଟରନ୍ୟାସନାଲ୍ ସେଲ ନେଇଆସିଛି । ଏହି ସେଲରେ ଟିକେଟ୍ ମାତ୍ର ୩୯୯୯ ଟଙ୍କାରୁ ଆରମ୍ଭ ହେଉଛି । ସେଲ୍ ଅନୁସାରେ ଆପଣ ୨୬ ଅଗଷ୍ଟରୁ ୩୦ ଅଗଷ୍ଟ ମଧ୍ୟରେ ଟିକେଟ୍ ବୁକ୍ କରିପାରିବେ । ଏହି ଟିକେଟରେ ୩୧ ମାର୍ଚ୍ଚ ୨୦୨୦ ପର୍ୟ୍ୟନ୍ତ ଆପଣ  ଯାତ୍ରା କରିପାରିବେ ।

ସେଲର ଫାଇଦା ଉଠାଇବା ପାଇଁ ଶସ୍ତା ଟିକେଟରେ ବିଦେଶ ଯାତ୍ରା କରିହେବ । ଯେଉଁଭଳି ଚେନ୍ନାଇରୁ କଲୋମ୍ବୋ, କୋଲକାତା ଓ ଗୋହାଟିରୁ ଢାକାର ଯାତ୍ରା ମାତ୍ର ୩୯୯୯ ଟଙ୍କାରୁ ପୂରା କରିହେବ । ଠିକ୍ ସେମିତି କୋଚ୍ଚିରୁ ମାଲେର ଟିକେଟ୍ ମୂଲ୍ଯ ୪୨୯୯, ବ୍ୟାଙ୍କକ୍ ରୁ କୋଲକାତା ଟିକେଟ୍ ୪୬୯୯ ଟଙ୍କା, ଦୁବାଇରୁ ମୁମ୍ବାଇର ମୂଲ୍ଯ ୫୩୯୯, ମୁମ୍ବାଇରୁ ବ୍ୟାଙ୍କକ ଯିବା ପାଇଁ ୬୮୯୯ ଟଙ୍କା, ବ୍ୟାଙ୍କକ୍-ଦିଲ୍ଲୀର ମୂଲ୍ଯ ୭୧୯୯ ଟଙ୍କା ।