ବାତ୍ୟା ଆଶ୍ରୟ ସ୍ଥଳକୁ ଯିବା ପୂର୍ବରୁ ଲୋକମାନଙ୍କୁ ଏସଆରସିଙ୍କ ଏହି ପରାର୍ମଶ

ଭୁବନେଶ୍ୱର – ଏବେ ବାତ୍ୟା ଆମ୍ପାନ ସୁପର ସାଇକ୍ଲୋନ ବା ମହାବାତ୍ୟର ଆକାର ଧାରଣ କରିଛି । ଏହା ପଶ୍ଚିମବଙ୍ଗର ସୁନ୍ଦରବନ ନିକଚରେ ଲ୍ୟାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଓଡିଶା ଉପକୂଳରେ ଏହା ଘଷି ହୋଇ ଯିବ । ଏଥିପାଇଁ ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି।  ବାତ୍ୟା ଆଶ୍ରୟସ୍ଥଳକୁ ଯାଉଥିବା ଲୋକମାନଙ୍କୁ ଏହି ସବୁ ଅତ୍ୟାବଶକୀୟ ସାମଗ୍ରୀ ନେବା ପାଇଁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି ।

ବାତ୍ୟା ଆଶ୍ରୟ ସ୍ଥଳକୁ ଯିୁବା ପୂର୍ବରୁ ଲୋକମାନଙ୍କୁ ଏସଆରସିଙ୍କ ପରାର୍ମଶ

୧- ଜୁରୁରୀ କାଗଜ ପତ୍ର ସାଙ୍ଗରେ ନେଇ ଯାଆନ୍ତୁ

୨- ଆବଶ୍ୟକୀୟ ଲୁଗା ପଟା ସାଙ୍ଗରେ ନିୟନ୍ତୁ

୩- ଶୁଖିଲା ଖ୍ୟଦ୍ୟପଦାର୍ଥ ଘରେ ଥିରେ ସାଭ୍ଗରେ ନିୟନ୍ତୁ।

୪- ଟର୍ଚ ପାଖରେ ରଖୁନ୍ତୁ

୫- ଖବର ପାଇଁ ରେଡିଓ ସଜାଡି ପାଖରେ ରଖନ୍ତୁ।

୬-  ଗର୍ଭବତୀ ମହିଳାମାନେ ବିଶେଷକରି ଯେଉଁ ମାନଙ୍କ ୪ରୁ ୫ଦିନ ଭିତରେ ଡେଟ ଅଛି ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲଖଉ ସ୍ଥାନନ୍ତରିତ କରନ୍ତୁ

୭- ବୃଦ୍ଧା ଓ  ମହିଳା ମାନଙ୍କର ବିଶେଷ ଯତ୍ନ ନିଅନ୍ତୁ।

   ସମ୍ବନ୍ଧିତ ଖବର


ନିଟ୍ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ପୂର୍ବ ଭାରତର ଏକମାତ୍ର ବିଶ୍ଵ ବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ରେଟିଂ ସମ୍ମାନ

ହିଂଜିଳିରେ ଇଣ୍ଡୋର ଷ୍ଟାଡିୟମ ଭିତ୍ତିଭୂମି ପରଖି ଦେଖିଲେ କେନ୍ଦ୍ରୀୟ ଟିମ୍‌

ରାସ୍ତା ଭଲ ଥାଇବି ଉପରେ ତିଆରି ହେଉଛି ନିମ୍ନ ମାନର ରାସ୍ତାକାମ, ମାଲାମାଲ୍ ହେଉଛନ୍ତି ଠିକାଦାର ଓ ସରକାରୀ କର୍ତ୍ତୃପକ୍ଷ…

କରୋନା କଟକଣା ଭିତରେ ଭଦ୍ରକରେ ଚାଲିଛି ମା ଦୂର୍ଗାଙ୍କ ମହାସପ୍ତମୀ ପୂଜା, ଦର୍ଶନ ନପାଇ ନିରାଶ ହେଉଛନ୍ତି ଭକ୍ତ…

ଏ କି ବିଚାର ? ଅସଦାଚରଣର ଶିକାର ହୋଇ ମୁହଁ ଖୋଲିଥିଲେ, ଏବେ ହେଉଛନ୍ତି କଲବଲ.. ଜୀବନ-ମୃତ୍ୟୁର ଦୋଛକିରେ ୨ ମହିଳା କର୍ମଚାରୀ