ଶ୍ରୀମନ୍ଦିର ସମ୍ମୁଖ ଭିଡିଓ ଭାଇରାଲ୍‌: କେଉଁଠି ପୁଲିସ ଝୁଲୁଛି, ଆଉ କେଉଁଠି ମହିଳାଙ୍କୁ ଟାଣୁଛି

ପୁରୀ ୨୩/୧୧: ସହରକୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତଙ୍କ ସୁରକ୍ଷା ପାଇଁ ପୁଲିସ ସବୁ ସମୟରେ ସକ୍ରିୟ ଥିବା କହୁଛନ୍ତି ପୁଲିସ ମୁଖିଆ । ହେଲେ ଶୁକ୍ରବାର ଶ୍ରୀମନ୍ଦିର ସମ୍ମୁଖ ଅର୍ଥାତ୍‌ ସିଂହଦ୍ୱାରରେ ଘଟିଥିବା ୨ଟି ପୃଥକ୍‌ ଘଟଣାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ।

ଭାଇରାଲ୍‌ ହୋଇଥିବା ପ୍ରଥମ ଭିଡିଓରେ ଦେଖିବାକୁ ମିଳିଛି ଯେ, ସିଂହଦ୍ୱାରରେ ଭିଡ ନିୟନ୍ତ୍ରଣ କରିବାକୁ ଜଣେ ଇନ୍ସପେକ୍ଟର୍‌ଙ୍କ ସହ ଏକାଧିକ ପୁରୁଷ ପୁଲିସ କର୍ମଚାରୀ ଉପସ୍ଥିତ ଅଛନ୍ତି । ଏହାରି ଭିତରେ ମହିଳା ଓ ଯୁବତୀଙ୍କୁ ଟାଣି ଧରୁଛନ୍ତି ଏହି ପୁରୁଷ ପୁଲିସ । ଆଉ ରହିଲା ଦ୍ୱିତୀୟ ଭିଡିଓରେ ଜଣେ ପୁଲିସ କର୍ମଚାରୀଙ୍କ ପାଦ ଟଳମଳ ହେଉଛି । ଅଶ୍ଳୀଳ ଭାଷା ପ୍ରୟୋଗ କରି ଉତ୍ପାତ ସୀମା ଟପୁଛି । ଏହି ବିଚିତ୍ର ଦୃଶ୍ୟର ଏକ ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କୁ ବାବୁ ଜଣକ ଚିହିଁକି ଯାଇ ଆକ୍ରମଣ ଉଦ୍ୟମ କରୁଛନ୍ତି ।

   ସମ୍ବନ୍ଧିତ ଖବର


ସୁର Vs ସମ୍ବିତ – ଏମିତି ଚେତାବନୀ ଦେଲେ ସୁର କହିଲେ ଆତ୍ମାକୁ ବାଧିଲା.. ୧୫ ଦିନ ସମୟ ଦେଲୁ ନହେଲେ

ତୃତୀୟ ପର୍ଯ୍ୟାୟରେ ଏମସ୍‌ର ଡାକ୍ତର ନେଲେ କୋଭାକ୍ସିନ୍‌ ଟିକା- କହିଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ

ସୋଆ ରେ ପୂର୍ବାଂଚଳ ପ୍ରାକ୍ ସାଧାରଣତନ୍ତ୍ର ଦିବସ ଏନ୍‌ଏସ୍‌ଏସ୍ ପ୍ୟାରେଡ କ୍ୟାମ୍ପ ଉଦ୍‌ଯାପିତ

କରୋନାକୁ ପରାସ୍ତ କଲେ ୯୭ ବର୍ଷୀୟ -ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସୁସ୍ଥ ହୋଇ ଘରକୁ ଫେରିଲେ

ବିଲୁଆ, ହରିଆ ଏବଂ ବାଦଲକୁ ଗିରଫ କଲେ କମିଶନରେଟ୍‌ ପୋଲିସ- ବନ୍ଧୁକ ଧରି କରୁଥିଲେ ଡକାୟତି ଯୋଜନା, ୩ ସହଯୋଗୀ ଘଟଣାସ୍ଥଳରୁ ଚମ୍ପଟ

‘ଏକ ଫୁଲ୍ ଚାର ମାଲି’! ସରକାରୀ ଗାଡ଼ିରେ ଅସଂଜତ ପ୍ରେମ, ଜଣେ ବଙ୍ଗୀୟ ଯୁବତୀଙ୍କ ସହ ୪ ରୋମିଓ ଥାନାରେ କାଟିଲେ ଅଧାରାତି