PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ସମ୍ମାନ ରଖିଲା ଶ୍ରୀଲଙ୍କା, ସିରିଜ ହାତେଇଲା ଭାରତ

କଲମ୍ବୋ: ସମ୍ମାନ ରଖିଲା ଶ୍ରୀଲଙ୍କା। ଦିନିକିଆ ସିରିଜର ଶେଷ ମ୍ୟାଚରେ ଟିମ୍‌ ଇଣ୍ଡିଆକୁ ମାତ୍‌ ଦେଇ ବିଜୟୀ ହୋଇଛି ଶ୍ରୀଲଙ୍କା। ବୋଲିଂ ପରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଛି ଶ୍ରୀଲଙ୍କା ଦଳ। ଶ୍ରୀଲଙ୍କା ଦଳ ୩ ଓ୍ବିକେଟରେ ବିଜୟୀ ହୋଇଛି। ଶେଷ ଦିନିକିଆରେ ପରାଜିତ ହେବା ସହ ସହ ଟିମ୍‌ ଇଣ୍ଡିଆ ସିରିଜ ବିଜୟ ସହ ଦିନିକିଆ ଅଭିଯାନ ଶେଷ କରିଛି।

ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ସମସ୍ତ ଓ୍ବିକେଟ ହରାଇ ମୋଟ ୨୨୫ ରନ୍‌ କରିଥିଲା ୨୨୬ ରନର ବିଜୟ ଲକ୍ଷ୍ୟକୁ ପିଛାକରି ଶ୍ରୀଲଙ୍କା ଦଳ ୮ ଓଭର ପୂର୍ବରୁ ବିଜୟ ହାସଲ କରିଛି। ଅଭିଷ୍କା ଫର୍ଣ୍ଣାଡୋଙ୍କ ଦମଦାର ୭୬ ଭାଣୁକା ରାଜପକ୍ଷଙ୍କ ୬୫ ରନ୍‌ ବଳରେ ଶେଷ ଦିନିକିଆରେ ବାଜି ମାରିବାରେ ସଫଳ ହୋଇଛି ଶ୍ରୀଲଙ୍କ ଦଳ।

ଟିମ୍‌ ଇଣ୍ଡିଆ ୨-୧ରେ ବିଜୟୀ ହୋଇ ସିରିଜ ନିଜ ନାମରେ କରିଛି। ଏହି ସିରିଜ ଶିଖର ଧାଓ୍ବନ ଓ ରାହୁଲ ଦ୍ରାବିଡ଼ଙ୍କ ପାଇଁ ପ୍ରଥମ ସିରିଜ ବିଜୟ। କାରଣ ଅଧିନାୟକ ଭାବେ ଧାଓ୍ବନ ତାଙ୍କର ପ୍ରଥମ ସିରିଜ ଜିତିଥିବା ବେଳେ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ ମଧ୍ୟ ଏହା ପ୍ରଥମ ସିରିଜ ବିଜୟ।

ସମ୍ବନ୍ଧିତ ଖବର