PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ଶାହରୁଖ ଖାନଙ୍କ ‘ପଠାନ’ରେ ନଜର ଆସିବେ ସଲମାନ ଖାନ୍, ଦମଦାର ଆକ୍ସନ ସିନ୍ ଦେଖିବାକୁ ମିଳିବ

https://zeenews.india.com/

ନୂଆଦିଲ୍ଲୀ ୨୬/୨: ବଲିଉଡ ଭାଇଜାନ ସଲମାନ ଖାନ୍ ବିଗବସ୍ ୧୪ର ମଞ୍ଚରେ ଘୋଷଣା କରିଛନ୍ତି ଯେ ସେ ଶାହରୁଖ ଖାନଙ୍କ ସହିତ ନଜର ଆସିବେ । ସେ କହିଛନ୍ତି ଯେ ସେ ଶାହରୁଖ ଖାନଙ୍କ ଫିଲ୍ମ ପଠାନରେ ନଜର ଆସିବେ । ଏବେ ଶୁଣିବାକୁ ମିଳୁଛି ଯେ ସଲମାନ ଖାନ ‘ପଠାନ’ର ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି ।

ସଲମାନ ଖାନ କିଛି ଘଣ୍ଟା ପୂର୍ବରୁ ୟଶରାଜ ଷ୍ଟୁଡିଓ ବାହାରେ ସ୍ପଟ ହୋଇଛନ୍ତି । ଶୁଣିବାକୁ ମିଳୁଛି ଯେ ସେ ଶାହରୁଖ ଖାନଙ୍କ ପଠାନର ସୁଟିଂ ଆରମ୍ଭ କରିଦେଇଛନ୍ତି । ବିରଳ ଭୟାନୀଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରାଯାଇଛି । ଏହି ଟ୍ୱିଟରେ କୁହାଯାଇଛି ଯେ ଶାହରୁଖ ଖାନ ଓ ସଲମାନ ଖାନ୍ ଗୁରୁବାର ୪ଟାରେ ବିଳମ୍ବିତ ସନ୍ଧ୍ୟାରେ ସୁଟିଂ ସେଟରେ ପହଞ୍ଚିଲେ । ଏହା ମଧ୍ୟ କୁହାଯାଉଛି ଯେ କ୍ୟାଟ୍ରିନା କୈଫ ମଧ୍ୟ ସୁଟିଂ ସେଟରେ ଅଛନ୍ତି ।

ବଲିଉଡ ଆକ୍ଟର ସଲମାନ ଖାନ୍ ୟଶରାଜ ଷ୍ଟୁଡିଓରୁ ଧଳା ରଙ୍ଗର ଗାଡିରେ ବସି ବାହାରୁଥିବା ନଜର ଆସିଥିଲେ । କୁହାଯାଉଛି କି ସଲମାନ ଖାନ ଟାଇଗରଙ୍କ ଅବତାରରେ ଶାହରୁଖ ଖାନଙ୍କ ସାହାଯ୍ୟ କରୁଥିବା ନଜର ଆସିବେ । ଏହା ସହିତ ଫିଲ୍ମ ପଠାନରେ ଉଭୟ ଆକ୍ସନ କରୁଥିବା ନଜର ଆସିବେ । ଆଦିତ୍ୟ ଚୋପ୍ରା ଉଭୟଙ୍କ ପାଇଁ ଆକ୍ସନ ସିନ୍ ପ୍ଲାନ୍ କରୁଛନ୍ତି । ଅନ୍ୟପଟେ ଶାହରୁଖ ଖାନ ଓ ସଲମାନ ଖାନ ଏକାଠି ନଜର ଆସିବା କଥା ଶୁଣି ଫ୍ୟାନ୍ସମାନେ ଉତ୍ସାହିତ ହୋଇଯାଇଛନ୍ତି ।