ସରକାରୀ କର୍ମଚାରୀଙ୍କୁ ଅଗଷ୍ଟ ୩୧ରେ ମିଳିବ ଦରମା

ଭୁବନେଶ୍ୱର ୨୮/୮: ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଅଗଷ୍ଟମାସର ଦରମା ସେପ୍ଟେମ୍ବର ୧ ତାରିଖ ପରିବର୍ତ୍ତେ ଅଗଷ୍ଟ ୩୧ ତାରିଖରେ ପ୍ରଦାନ କରାଯିବ। ରାଜ୍ୟ ସରକାର ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧, ୨ ଓ୩ ତାରିଖ ଛୁଟି ପଡୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ବିଶେଷ କରି ସେପ୍ଟେମ୍ବର ୩ ତାରିଖରେ ନୂଆଖାଇ ପଡୁଥିବାରୁ କର୍ମଚାରୀଙ୍କ ସୁବିଧା ପାଇଁ ସରକାର ଏଭଳି ପଦେକ୍ଷପ ନେଇଛନ୍ତି । କେବଳ କର୍ମଚାରୀ ନୁହଁନ୍ତି ଅବରପ୍ରାପ୍ତ କର୍ମଚାରୀଙ୍କୁ ବି ସେମାନଙ୍କ ପେନସନ୍  ସେପ୍ଟେମ୍ବର ୧ ତାରିଖ ପୂର୍ବରୁ ମିଳିଯିବ।

   ସମ୍ବନ୍ଧିତ ଖବର


ପୁରୀକୁ ସ୍ୱତନ୍ତ୍ର ଟ୍ରେନର ସମ୍ପ୍ରସାରଣ -ଅକ୍ଟେବାର ପହିଲାରୁ ଟ୍ରେନ ଗୁଡ଼ିକର ଅତିରିକ୍ତ ରହଣି

ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ୍ ଭୋଟ୍

କରୋନା ଆକ୍ରାନ୍ତ ହୋଇ ସାମ୍ୱାଦିକ ତାରିଣୀ ପାଢ଼ୀଙ୍କ ମୃତ୍ୟୁ

କମିଶନରେଟ୍‌ ପୁଲିସର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ନେଲେ ଆଇପିଏସ୍‌ ରେଖା ଲୋହାନି

ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି

ସୋସିଆଲ ମିଡିଆରେ ଅହିରାଜକୁ ମାରିବା ଦୃଶ୍ୟ