ସଫଳତା ମନ୍ତ୍ର: ସ୍ବପ୍ନକୁ ସାକର କରିବା ପାଇଁ ଆପଣାନ୍ତୁ ଜୀବନରେ ଏହି ଉପାୟ , ପୂରଣ କରିହେବ ସ୍ବପ୍ନ….

ସ୍ବପ୍ନ ବା କିଏ ନଦେଖେ ! ସମାଜରେ ସମସ୍ତେ ଅଲଗା ଅଲଗା ସ୍ବପ୍ନ ଦେଖିବା ସହ ତାକୁ ସାକାର କରିବୁ ଲକ୍ଷ୍ୟ କରିଥିନ୍ତି। କିଏ ଜୀବନ ବଡ ସ୍ଥାନରେ ପଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ କିଛି ଲୋକ ଭଲ ଚାକିରି କରି ବ୍ୟାଙ୍କରେ ଅଧିକ ଟଙ୍କା କିପରି ସଞ୍ଚୟ କରିବେ ତା ପାଇଁ ମଧ୍ୟ ସ୍ବପ୍ନ ଦେଖି ଥାନ୍ତି। ସମାଜରେ ଏମିତି କିଛି ଲୋକ ଅଛନ୍ତି ଅନ୍ୟକୁ ସାହାର୍ଯ୍ୟ କରିବା ସ୍ବପ୍ନ ଦେଖିଥାନ୍ତି। କେହି କେହି ମଧ୍ୟ ନିଜେ  ଦେଖି ଥିବା ସ୍ବପ୍ନର ଲକ୍ଷ୍ୟ ସ୍ଥାଳରେ ପହଞ୍ଚି ବେଳେ କିଛି ଜଣଙ୍କ ସ୍ବପ୍ନ କୌଣସି କାରଣ କି ଅସୁବିଧାର ସମ୍ମୁଖୀନ ହେବା ଫଳରେ ଅଧାରେ ରହିଯାଇଥିବା ଦେଖିବାକୁ ମିଳିଥାଏ। ଏମିତି ଜଣେ ବ୍ୟବସାୟୀ ଅଛନ୍ତି ସେମାନେ ଦେଖି ଥବା ବଡ ସ୍ବପ୍ନକୁ ପୂରଣ କରିବା ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଛନ୍ତି।

 ଜାଣନ୍ତୁ ତାଙ୍କ କାହାଣୀ ବିଷୟରେ..

ଜଣେ ସାଧାରଣ ଲୋକଟି ସଫଳ ଶ୍ରୀର୍ଷରେ ପହଞ୍ଚି ଥିବା ବ୍ୟବସାୟୀ ଜଣଙ୍କୁ ପ୍ରଶ୍ନ କଲେ ଆପଣ ସଫଳ ହେବା ପଛରେ ରହସ୍ୟ କଣ? ଆପଣ ଏମିତି କିପରି ନିଜ ସ୍ବପ୍ନକୁ ସାକର କରିପାରିଲେ.. 

ବ୍ୟବସାୟୀ ଜଣକ ଉତ୍ତର ଦୋଇ କହିଲେ ମୁଁ  ମୋର ସ୍ବପ୍ନକରୁ ଛୋଟ ବେଳରୁ ଦେଖି  ଦେଖି ବଡ ହୋଇଛି। ମୁଁ ମୋର ମନକୁ ବିଚାରକୁ ନେଇ ଜାଣିବାକୁ ପାଇଛି କଣ କରିବାକୁ ଚାହେୁଁ। ରାତ୍ରୀରେ  ଶୋଇବା ଥିବା ବେଳେ ସ୍ବପ୍ନ ଦେଖିବା ପରେ ତାଙ୍କୁ କିପରି ପୂରଣ କରି ଚିନ୍ତା କରିପାରିଛି। ସେ ଲକ୍ଷ୍ୟରେ ପହଞ୍ଚବା ପାଇଁ କଣ କରିବାକୁ ପଡିବ ତାହା ଜାଣିବାକୁ ଚେଷ୍ଟା କରି ଆଜି ମୁଁ ସଫଳ କରିବାରେ ସକ୍ଷମ ହୋଇଛି।

ଲୋକ ଜଣ କହିଲା ସ୍ବପ୍ନକୁ ଦେଖିବା ପରେ ତାକୁ ମନ ଅନୁସାରେ ପୂରଣ କରିବାକୁ ଲାଗିବା ପଡିଲା ଯେପର୍ଯ୍ୟନ୍ତ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନପାରି ବାଟରେ ଅନେକ ଅସୁବିଧା ସମ୍ମୁଖୀନ କରିବାକୁ ପଡିଛି। କଥାରେ ଅଛି ସଫଳତା ପାଇବାକୁ ହେଲେ ବିଫଳତାରୁ ଶିକ୍ଷା ଗ୍ରହଣ କରିବା ଉଚିତ୍ କାମରେ ଲାଗବା ହେଉଛି ସଫଳତାର ମୂଳ ମନ୍ତ୍ର। ସଫଳତା କାହାକୁ ସହଜରେ ମିଳି ନଥାଏ ତାକୁ ପାଇବାକୁ ହେଲେ ଜୀବନରେ ଅନେକ ପରୀକ୍ଷାର ଦେବାକୁ ସହ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ମନୋବଳ ଏବଂ ମାନସିକ ଓ ଶାରିରୀକ ପରିଶ୍ରମ କରିବା କରିବାକୁ ପଡିଥାଏ। କିଛି ଲୋକ ଅଛନ୍ତି ଏହି ପରୀକ୍ଷାର ହାର ମାନି ନିଜଲକ୍ଷ୍ୟ ପରିବର୍ତ୍ତନ କରିଥାନ୍ତି।

ସେମାନେ ସଫଳ ହୋଇପାରି ନଥାନ୍ତି କିନ୍ତି କିଛି ଦୃଢ଼ ମନସ୍ଥ ବ୍ୟକ୍ତ ନିଜେ ଦେଖି ଥିବା ସ୍ବପ୍ନକୁ ସଫଳ କରିବା ପାଇଁ ଭାଗ୍ୟ ସହ ଲଢ଼େଇ କରିବା ପଛାନ୍ତ ନାହିଁ ।ସେ ଜୀବନର  ସମସ୍ତ କଠିନ ପରୀକ୍ଷାକୁ ପାର କରି ଅସମ୍ଭବକୁ ସମ୍ଭବ କରି ଶେଷରେ ନିଜ ଲକ୍ଷ୍ୟର ପହଞ୍ଚି ପାରିଥାନ୍ତି। ସେଥିପାଇଁ କୁହାଯାଇଛି ନିଜ ସ୍ବପ୍ନକୁ ପୂରଣ କରିବା ପର୍ଯ୍ୟନ୍ତ ତାକୁ  ଲକ୍ଷ୍ୟଭ୍ରଷ୍ଟ ହେବାକୁ ଦିଅନାହିଁ କିଭଳି ନିଜ ସ୍ବପ୍ନ ପୂରଣ କରିବା ସମ୍ଭବ କରିପାରିବ ଲକ୍ଷ୍ୟ ରଖି କର୍ମ କରିଚାଲ।

   ସମ୍ବନ୍ଧିତ ଖବର


ବିଦେଶୀ କମ୍ପାନୀର ସେୟାରରେ ପଇସା ଲଗାଇବା ହେଲା ସହଜ, ଆଉ କରନ୍ତୁନି ବିଳମ୍ବ

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ଭୂତ ସହିତ ଲିଭ୍ ଇନ୍ ରିଲେସନସିପରେ ଥିଲେ ଏହି ମହିଳା, ଦେଖନ୍ତୁ ଭିଡିଓ

ବୈଜ୍ଞାନିକ ତିଆରି କଲେ ପ୍ରଥମ ସିନ୍ଥେଟିକ୍‌ ମାନବ ଜିଭ

ମୁଙ୍ଗେରର‘ଲେଡି ସିଙ୍ଘମ’,ଜାଣନ୍ତୁ ତାଙ୍କୁ ଏବେ ଲୋକେ କାହିଁକି ଡାକୁଛନ୍ତି ‘ଜେନେରାଲ୍ ଡାୟାର୍’