ଗାଜିଆବାଦ୍ ହତ୍ୟାକାଣ୍ଡ: କର୍ଣ୍ଣାଟକରୁ ଗିରଫ ହେଲା ପତ୍ନୀ ଏବଂ ୩ପିଲାଙ୍କୁ ହତ୍ୟା କରିଥିବା ସଫ୍ଟଓ୍ବେୟାର ଇଞ୍ଜିନିୟର ସ୍ବାମୀ

ଗାଜିଆବାଦ୍ ୨୪।୪: ନିଜ ପତ୍ନୀ ଏବଂ ୩ପିଲାଙ୍କୁ କୋଲ୍ଡଡ୍ରିଙ୍କରେ ନିଶା ଔଷଧ ମିଶାଇ ସେମାନେ ଶୋଇଥିବାବେଳେ ତାଙ୍କ ଗଳାରେ ଛୁରୀ ଭୁଷି ହତ୍ୟା କରିଥିବା ଗାଜିଆବାଦର ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କ କାରନାମାର ଅନ୍ତ ଘଟିଛି। ହତ୍ୟାକାରୀ ସୁମିତକୁ ପୁଲିସ କର୍ଣ୍ଣାଟକରୁ ଗିରଫ କରିଛି। ୟୁପି ପୁଲିସ ବିଭାଗ ୬ଟି ରାଜ୍ୟରେ ଅଭିଯୁକ୍ତକୁ ଖୋଜି ଥିଲା।

ସୋମବାର ସନ୍ଧ୍ୟାରେ ପ୍ରାୟ ୩ଟା ସମୟରେ ଅଂଶୁବାଳା, ପ୍ରଥମେଶ, ଆକୃତି ଏବଂ ଆରବର ଶବକୁ ପୋଷ୍ଟମର୍ଟମ କରାଯାଇଥିଲା। ଏଥିରୁ ଜଣାପଡ଼ିଛି କି ମୃତଙ୍କୁ କୈାଣସି ନିଶା ଦ୍ରବ୍ୟ ଦିଆଯାଇଛି ବୋଲି ଜଣାପଡ଼ିନାହିଁ। ମାତ୍ର ମୃତକଙ୍କୁ ହତ୍ୟା କରିବା ସମୟରେ ସେମାନେ ବଞ୍ଚିବା ପାଇଁ ବହୁ ସଂଘର୍ଷ କରିଥିଲେ ବୋଲି ପୁଲିସ ଅନୁମାନ କରିଛି।

ଏହି ହତ୍ୟା ଘଟଣା ଘଟିବା ପରେ ଫେସବୁକ୍ ସହିତ ସକ୍ରିୟ ଥିବା ଅଭିଯୁକ୍ତ ପେଜରେ ଏକ ଭିଡ଼ିସ ସେୟାର କରିଥିଲା। ସେହିଦିନ ଅଭିଯୁକ୍ତ ଲଗାତାର ଭାବେ ପିଏମ୍ ମୋଦୀଙ୍କ ବିରୋଧୀଙ୍କ ପୋ​‌ଷ୍ଟ ସେୟାର କରିଥିଲା। ମାତ୍ର ତାଙ୍କ ପତ୍ନୀଙ୍କ ଫେସବୁକରେ ଶେଷ ପୋଷ୍ଟ ୨୦୧୮ରେ ହୋଇଥିଲା।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା