ପର ପୁରୁଷଙ୍କ ସହିତ ସମ୍ପର୍କ ରଖିଲେ କ’ଣ ଲାଭ ମିଳିଥାଏ ମହିଳାଙ୍କୁ, ଜାଣନ୍ତୁ…

ବାହାଘର ଜୀବନରେ ଖୁସି ଆଣିଥାଏ ବୋଲି ପ୍ରାୟ ଲୋକେ ଭାବିଥାନ୍ତି। ମାତ୍ର ବେଳେବେଳେ ଏମିତି ବି ଦେଖାଯାଏ ଜୀବନସାଥୀର ଅନାଗ୍ରହ ଯୋଗୁଁ ଜୀବନ ଖରାପ ଏବଂ ନକାରତ୍ମକ ହେବାକୁ ଲାଗିଥାଏ। ଏହି କାରଣ ଯୋଗୁଁ କିଛି ଲୋକ ବିଶ୍ବାସ କରନ୍ତି କି ଅନ୍ୟ ସହ ସମ୍ପର୍କ ରଖିବା ଅର୍ଥାତ୍ ଜୀବନରେ ଖୁସିର ସ୍ବାଗତ କରିବା ସହିତ ସମାନ।  

ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅନ୍ୟ ମହିଳାଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ଏବଂ ସମ୍ପର୍କ ରଖିଥାନ୍ତି। ଏହିଭଳି ସମ୍ପର୍କ ଆଜିର ନୁହେଁ ଦୀର୍ଘ ଦୀର୍ଘ ବର୍ଷ ଧରି ରହିଆସିଛି। ମାତ୍ର ମହିଳାଙ୍କ ପାଇଁ ଏହି ଖୁସି ପୁରୁଷଙ୍କ ତୁଳନାରେ ବେଶୀ ହୋଇଥାଏ।

ମିସୈାରୀ ​‌ରାଜ୍ୟ ବିଶ୍ବବିଦ୍ୟାଳୟରେ ସମାଜଶାସ୍ତ୍ରର ସହାୟକ ପ୍ରଫେସର ଏଲିସିଆ ବାକର ଅନ୍ୟ ସହ ସମ୍ପର୍କ ରଖିବା ଉପରେ ଏକ ଗବେଷଣା କରି କିଛି ତଥ୍ୟ ସମ୍ପର୍କରେ ଜଣାଇଛନ୍ତି କି, ମହିଳାମାନେ ପୁରୁଷଙ୍କ ତୁଳନାରେ ନିଜ ସାଥୀକୁ ଧୋକା ଦେଇ ଅଧିକ ଖୁସି ହୋଇଥାନ୍ତି।

ଗବେଷଣାରୁ ଏହା ବି ଜଣାପଡ଼ିଛି କି ଯେଉଁ ମହିଳା ନିଜର ପ୍ରେମିକ ବା ସ୍ବାମୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ଯିଏ ସପ୍ତାହରେ ଗୋଟିଏ ଥରରୁ ଅଧିକ ଥର ସମ୍ପର୍କ ରଖିଥାନ୍ତି ସେ ନିଜ ଜୀବନରେ ବହୁତ ଭଲ ଏବଂ ସମ୍ପର୍ଣ୍ଣତା ଅନୁଭବ କରିଥାନ୍ତି। କେବଳ ସେହି ମହିଳାମାନେ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବାରେ ଖୁସି ପାଆନ୍ତି ଯେଉଁମାନଙ୍କ ବୈବାହିକ ଜୀବନରେ ଅଶାନ୍ତି ଥାଏ। ହଜାରେ ମହିଳାଙ୍କ ଅନୁସାରେ ଅଧିକତଃ ଅଭିନେତ୍ରୀ ଥାନ୍ତି ବୋଲି ଜଣାପଡ଼ିଛି। ଯାହାଦ୍ବାରା ସେମାନଙ୍କ ଶାରିରୀକ ଓ ମାନସିକ ଭାବେ ଜରୁରୀ ପୂରା ହୋଇଥାଏ।

   ସମ୍ବନ୍ଧିତ ଖବର


ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ଆପଣ ଖାଇଛନ୍ତି କି ବିଶ୍ୱର ସବୁଠାରୁ ଦାମୀ ପରିବା ? ଦାମ୍ ଜାଣିଲେ ଉଡିଯିବ ହୋସ୍

ଥଣ୍ଡା ଦିନରେ ଶୁଷ୍କ ତ୍ୱଚାରେ ଚମକ ଭରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ପର୍ସରେ ଭୁଲରେ ବି ରଖନ୍ତୁନି ଏହି ସବୁ ଜିନିଷ, ହଇରାଣରେ ପଡିବେ…

କେମିକାଲ ମୁକ୍ତ ସାବୁନ

ଏହାକୁ ଖାଇଲେ ତଥା ତ୍ୱଚାରେ ଏହାର ତେଲ ଲଗାଇଲେ ଦେଖା ଯିବେ କମ୍‌ ବୟସ୍କ