ଏବର୍ଷ ହେବନି କଲେଜ୍ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର ୨୨/୮: ଏବର୍ଷ ହେବନି କଲେଜ୍ ଛାତ୍ର ସଂସଦ ନିର୍ବାଚନ । ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ନକରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ନିର୍ବାଚନ ନକରି ଛାତ୍ର ପ୍ରତିନିଧିମାନଙ୍କୁ ମନୋନୀତ କରାଯିବ । ଯେଉଁଠି ଛାତ୍ର ସଂସଦ ଆବଶ୍ଯକ ସେଠି ମନୋନୟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ସବୁ କୁଳପତି ଏବଂ ଅଧ୍ଯକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପତ୍ର ପଠାଯାଇଛି । କୁଳପତି ଏବଂ ଅଧ୍ଯକ୍ଷମାନଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ।

   ସମ୍ବନ୍ଧିତ ଖବର


ପାଇଖାନାରେ କଟୁଛି ବୃଦ୍ଧାଙ୍କ ଜୀବନ

ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି, ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଦାୟିତ୍ୱ

ଓଡ଼ିଆ ବୈଜ୍ଞାନିକ ପାଇଲେ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ତଣ୍ଡ ଗଣିଲେଣି ୬୦୯୨୯ ଜଣ -ନିୟମ ଫାଙ୍କିଥିବା ୧୨୬ ଦୋକାନ ସିଲ୍‌, ଅମାନିଆଙ୍କୁ ସାବାଡ୍‌ କରୁଛି ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌

ବିଧାନସଭା କୋଭିଡ୍ ଟେଷ୍ଟ – ୧୩୬ ପଜିଟିଭ୍

ଶ୍ରୀମନ୍ଦିର ପାଶ୍ୱର୍ରୁ ଉଚ୍ଛେଦ କ୍ଷତିଗ୍ରସ୍ତଙ୍କୁ ଜମି ଦେବା ନେଇ ବିବାଦ-ଉଚ୍ଛେଦ ପ୍ରକ୍ରିୟାରେ ସ୍ଥିତାବସ୍ଥା, ସରକାରଙ୍କୁ ନୋଟିସ୍‌