PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା: କାଠ ବୋଝେଇ ଟ୍ରକକୁ ଧକ୍କା ଦେବାପରେ ଡିଜେଲ ଟ୍ୟାଙ୍କରରେ ଲାଗିଲା ନିଆଁ, ୯ ଜଣ ଜୀବନ୍ତ ଦଗ୍ଧ
  • ||
  • ସରେଣ୍ଡର୍ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ, ୩୪ ବର୍ଷ ପୂର୍ବ ରୋଡ୍‌ ରେଜ୍‌ ମାମଲାରେ ହୋଇଛି ବର୍ଷେ ସଶ୍ରମ କାରାଦଣ୍ଡ
  • ||
  • ଭୁବନେଶ୍ଵର : ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ, ସ୍ଥିତି ସମୀକ୍ଷା କଲେ ବିଏମ୍ସି ମେୟର ସୁଲୋଚନା ଦାସ
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ଜଗନ୍ନାଥ ନଗରରେ ବୋମା ମାଡ଼
  • ||
  • ନୂଆଦିଲ୍ଲୀ : ୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ଆଜମ ଖାନ, ସ୍ଵାଗତ କଲେ ଶିବପାଳ ଯାଦବ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୦ ପଜିଟିଭ୍ ଚିହ୍ନଟ
  • ||
  • ସିବିଆଇ ପଞ୍ଝାରେ ପୁଣି ଲାଲୁ ପ୍ରସାଦ : ରେଲୱେ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ୧୭ଟି ଠିକଣାରେ ଚାଲିଛି ରେଡ୍
  • ||

ବିଜେଡିରେ ଯୋଗଦେଲେ ବରିଷ୍ଠ ନେତା ସୁବାସ ଚୌହାନ

ଭୁବନେଶ୍ୱର ୨୭/୩: ବିଜେଡିରେ ଯୋଗଦେଲେ ସୁବାସ ଚୌହାନ । ବୁଧବାର ନବୀନ ନିବାସରେ ବିଧିବଦ୍ଧଭାବେ ଶଙ୍ଖ ଧରିଛନ୍ତି ସୁବାସ । ନିଜ ସମର୍ଥକଙ୍କ ସହ ସେ ବିଜେଡିରେ ମିଶିଛନ୍ତି ।

ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ ସୁବାସ । ବରଗଡରୁ ଲୋକସଭା ପ୍ରାର୍ଥୀ ସୁରେଶ ପୁଜାରୀଙ୍କୁ ଦଳ ଟିକେଟ ଦେବାପରେ ଦଳ ଉପରେ ସେ ଖପ୍ପା ଥିଲେ । ଏପରିକି  ଦଳ ପକ୍ଷରୁ ବିଜେପୁର ବିଧାନସଭା ପାଇଁ ପ୍ରାର୍ଥୀ ହେବା ପ୍ରସ୍ତାବକୁ ମଧ୍ଯ ସେ ପ୍ରତ୍ଯାଖାନ କରିଥିଲେ । ତେବେ ଗତକାଲି ସେ ବିଜେିପରୁ ଇସ୍ତଫା ଦେଇଦେଇଥିଲେ । ଆଜି ସକାଳେ ନିଜ ସମର୍ଥନଙ୍କ ସହିତ ନବୀନ ନିବାସରେ ପହଞ୍ଚିଥିଲେ ସୁବାସ । ଏବେ ସେ ବିଧିବଦ୍ଧଭାବେ ବିଜେଡିରେ ଯୋଗଦେଇଛନ୍ତି ।

ସମ୍ବନ୍ଧିତ ଖବର