PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଶୁଭସ୍ମିତାଙ୍କ ହତ୍ୟା ମାମଲା: ମୋ ଝିଅକୁ ମାରିଥିବା ଅଭିଯୁକ୍ତକୁ ଫାଶୀଠୁ ବି କଠୋର ଦଣ୍ଡ ମିଳୁ

ବ୍ରହ୍ମପୁର,୨୯/୦୭: ମୃତ ଶୁଭସ୍ମିତାଙ୍କ ବାପା ପ୍ରଶାନ୍ତ ଖାଡ଼ଙ୍ଗା ଏମ୍‌କେସିଜିରେ ଗଣମାଧ୍ୟମ ଆଗରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତକୁ ଫାଶୀଠୁ ବି ଅଧିକ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଶୁଭସ୍ମିତାଙ୍କ ବାପା କହିଛନ୍ତି । ଝିଅର ମୃତ୍ୟୁକାଳୀନ ଜମାନବନ୍ଦୀ ହିଁ ଶୁଣି ପାରିଛନ୍ତି । ଶେଷଥର ପାଇଁ ମଧ୍ୟ ତାଙ୍କ ସହ କଥା ହୋଇପାରିଲି ନାହିଁ ବୋଲି ସେ କୋହଭରା ହୋଇ କହିଛନ୍ତି ।

ଶୁଭସ୍ମିତା ବର୍ଷେ ହେଲା ବୌଦ୍ଧ ଜିଲ୍ଲାରେ ଥିବା ବେଳେ ୨୦ ଦିନ ହେବ ମୁଜାଗଡ଼ରେ ନିଯୁକ୍ତି ପାଇଥିବାବେଳେ ସେଠାରେ ଘରଭଡ଼ା ନେଇ ରହୁଥିଲା । ସେ କିଭଳି ପ୍ରତାପୁର ଆସିଲେ କେହି କିଛି ଜାଣିନଥିବା ବାପା ପ୍ରଶାନ୍ତ କହିଛନ୍ତି । ବ୍ରହ୍ମପୁରରେ ଡିଏମ୍‌ଏଲ୍‌ଟି ପଢ଼ିବା ସମୟରେ କୃଷ୍ଣ ସହ ଝିଅର ସାକ୍ଷାତ ହୋଇଥିବା ସନ୍ଦେହ କରୁଛନ୍ତି । କୃଷ୍ଣ ସହ ସମ୍ପର୍କ ଜାଣିବା ପରେ ସେ ଝିଅକୁ ତାଗିଦ୍‌ କରିଥିଲେ ।

ଝିଅ କୃଷ୍ଣ ସହ କିଛି ସମ୍ପର୍କ ରଖିନଥିଲା ବୋଲି ସେ କହିଛନ୍ତି । ଘଟଣା ଦିନ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଶୁଭସ୍ମିତାଙ୍କ ଭାଇ ସୌମ୍ୟରଞ୍ଜନଙ୍କୁ କୃଷ୍ଣ ଫୋନ୍‌ କରି ତୁମ ଭଉଣୀ ଆଉନାହାନ୍ତି ବୋଲି କହିଥିଲେ । ପରିବାର ଲୋକ ମୁଜାଗଡ଼ ଯିବାକୁ ବାହାରୁଥିବା ସମୟରେ ପୁରୁଷୋତ୍ତମପୁର ପୁଲିସ ଥାନାକୁ ଡାକିଥିଲା । ସେଠାରେ ଝିଅକୁ ପୋଡ଼ି ହତ୍ୟା କରଯାଇଥିବା ଜାଣିଥିଲି ବୋଲି ପ୍ରଶାନ୍ତ କହିଛନ୍ତି ।