ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଭିଡ୍ ପଜିଟିଭ୍, ହସ୍ପିଟାଲରେ ଭର୍ତ୍ତି

ପୁରୀ ୨୪/୦୧: ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କର ରବିବାର ଦିନ କୋଭିଡ୍ ଟେଷ୍ଟରେ ପଜିଟିଭ୍ ରିପୋର୍ଟ ଆସିଛି । ସଂକ୍ରମଣର ଶିକାର ଶ୍ରୀ ପଟ୍ଟନାୟକ କହିଛନ୍ତି କୋଭିଡ୍ ରୋଗ ସଂକ୍ରମଣ ଅତ୍ୟନ୍ତ ଯନ୍ତ୍ରଣା ଦାୟକ । ସେ ପ୍ରଥମେ ହୋମ କ୍ୱାରେଣ୍ଟାଇନର ରହିଥିଲେ। ପରେ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି। କୋଭିଡ୍ ମାର୍ଗଦର୍ଶିକା ଅନୁପାଳନ କରିବାକୁ ସେ ନିବେଦନ କରିଛନ୍ତି । ଏନେଇ ଶ୍ରୀ ପଟ୍ଟନାୟକ ଟ୍ବିଟ୍ କରି ସୂଚନା ଦେଇଛନ୍ତି।
I have been shifted to hospital.
— Sudarsan Pattnaik (@sudarsansand) January 23, 2022
Jai Jagannath 🙏 https://t.co/KJo2fUjIdK