PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ହାତରେ ବନ୍ଧୁକ ଧରି ଜଙ୍ଗଲରେ ବୁଲୁଛନ୍ତି ସନି ଲିୟୋନ, ଦେଖନ୍ତୁ ଭିଡ଼ିଓ

ndtv

ନୂଆଦିଲ୍ଲୀ – ବଲିଉଡ୍‌ ଅଭିନେତ୍ରୀ ସନି ଲିୟୋନ କିଛି ବି କରନ୍ତି ତ ସେ ଷ୍ଟାଇଲିଶ୍‌ ଅନ୍ଦାଜରେ ହୋଇଥାଏ । ଏମିତିରେ କିଛି ସେ ନିଜର ଲାଟେଷ୍ଟ ଭିଡ଼ିଓରେ ବି କରିଛନ୍ତି , ଯାହାକୁ ସେ ନିଜର ଇନଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ସନି ଲିୟୋନଙ୍କୁ ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି କି  ସେ ହାତରେ ବନ୍ଧୁକ ନେଇ ଘଞ୍ଚ ଜଙ୍ଗଲରେ ଷ୍ଟାଇଲିଶ୍‌ ଲାଗୁଛନ୍ତି।  ସନି ଲିୟୋନଙ୍କର ଏହି ଭିଡ଼ିଓ ଦେଖି ଅନ୍ଦାଜ ଲଗାଯାଇ ପାରେ କି ତାଙ୍କର ଏହି ଭିଡ଼ିଓ କୌଣସି ଫିଲ୍ମର ସୁଟିଂ ସମୟର ଅଟେ ।

ସନି ଲିୟୋନ ଏହି ଭିଡ଼ିଓକୁ ନିଜର ଅଫିସିଆଲ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡ଼ିଓରେ ତାଙ୍କର ଅନ୍ଦାଜକୁ ଦେଖି ପ୍ରଶଂସକ ନିଜର ପ୍ରତିକ୍ରିୟା ବି ଦେଉଛନ୍ତି । ଅଭିନେତ୍ରୀଙ୍କର ଏହି ଭିଡ଼ିଓକୁ ପାଖାପାଖି ୧୦ ଲକ୍ଷ ଥର ଦେଖାସରିଲାଣି ।

ମାଛ ଧରିବାକୁ ଯାଇଥିଲେ, ମତ୍ସଜୀବୀଙ୍କ ଜାଲରେ ପଡ଼ିଲା ନିଜ ମାଆର ଶବ !

ଉଲ୍ଲେଖନୀୟ ଯେ, ସନି ଲିୟୋନ ନିଜର ଆଗମୀ ଫିଲ୍ମ ଶୀରୋର ସୁଟିଂରେ ବ୍ୟସ୍ତ  ଅଛନ୍ତି ଯାହାକୁ ଏକ ସାଇକ୍ଲୋଲଜିକଲ ଥ୍ରିଲର ଫିଲ୍ମ । ଏହାକୁ ୪ଟି ଭାଷାରେ ରିଲିଜ୍‌ କରାଯାଉଛି ।