କୃତ୍ରିମ ତ୍ୱଚାରୁ ମିଳିବ ସୁପରପାୱାର୍

କନେକ୍ଟିକଟ୍ ୟୁନିଭର୍ସିଟିର ବୈଜ୍ଞାନିକମାନେ କୃତ୍ରିମ ତ୍ୱଚା ପାଇଁ ଏକ ସେନ୍ସର ବିକାଶ କରିଛନ୍ତି, ଯାହା କେବଳ ପୋଡ଼ାର ଶିକାର ହୋଇଥବିା ବ୍ୟକ୍ତ ିଅଙ୍ଗରେ ସମ୍ବେଦନଶୀଳତା ଅନୁଭବ କରାଇବ ତାହା ନୁହେଁ, ଧ୍ୱନ ିତରଙ୍ଗ ଓ ଚୁମ୍ବକୀୟ କ୍ଷେତ୍ର ଚିହ୍ନଟ କରିବାରେ ବ୍ୟକ୍ତିକୁ ଶକ୍ତି ପ୍ରଦାନ କରିବ । ଚାପ, ଗରମ, ଥଣ୍ଡା ଏବଂ କମ୍ପନ ଆଦି ଅନୁଭବ କରିବା ଆମ ତ୍ୱଚାର ଏକ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା । ପୋଡ଼ାର ଶିକାର ହୋଇଥିବା, ପ୍ରୋସ୍ଥେଟିକ୍ ଅଙ୍ଗ ବ୍ୟବହାର କରୁଥିବା ଏବଂ ତ୍ୱଚାର ସମ୍ବେଦନଶୀଳତା ହରାଇଥିବା ବ୍ୟକ୍ତି ବାରମ୍ବାର ନିଜକୁ ଆଘାତ ଦେଇ ଜାଣିପାରନ୍ତି ନାହ ।ିଁ ଏହାକୁ ଦୃଷ୍ଟେିର ରଖ ିଗବେଷକମାନେ ଏହି ସେନ୍ସର ତିଆରି କରିଛନ୍ତି । ସିଲିକନ୍ ଟ୍ୟୁବ୍ର ଏହି ସେନ୍ସର୍କୁ କପର ତାରରେ ଗୁଡ଼ାଯାଇଛି । ଆଇରନ୍ ଅକ୍ସାଇଡ୍ର ସୂକ୍ଷ୍ମ କଣିକା ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ତରଳ ଏଥିରେ ଭର୍ତ୍ତି କରାଯାଇଛି । ଟ୍ୟୁବ୍ଟି ଯେତେବେଳେ କୌଣସି ଚାପ ସଂସ୍ପର୍ଶରେ ଆସେ, ସୂକ୍ଷ୍ମ କଣିକା ଗତିକରେ ଏବଂ ବୈଦ୍ୟୁତିକ ସଙ୍କେତ ପରିବର୍ତ୍ତନ ହୁଏ । ଧ୍ୱନି ତରଙ୍ଗ ମଧ୍ୟ ତରଙ୍ଗ ସୃଷ୍ଟିକରେ । ଏଥିସହ ବୈଦ୍ୟୁତିକ ସଙ୍କେତ ବିଭିନ୍ନ ଉପାୟରେ ପରିବର୍ତ୍ତନ ହୁଏ । ଚୁମ୍ବକୀୟ କ୍ଷେତ୍ର ସଙ୍କେତ ପରିବର୍ତ୍ତନ କରିଥିବା ମଧ୍ୟ ଗବେଷକମାନେ ନାହ ।ିଁ ଏହାକୁ ଦୃଷ୍ଟେିର ରଖ ିଗବେଷକମାନେ ଏହି ସେନ୍ସର ତିଆରି କରିଛନ୍ତି । ସିଲିକନ୍ ଟ୍ୟୁବ୍ର ଏହି ସେନ୍ସର୍କୁ କପର ତାରରେ ଗୁଡ଼ାଯାଇଛି । ଆଇରନ୍ ଅକ୍ସାଇଡ୍ର ସୂକ୍ଷ୍ମ କଣିକା ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ତରଳ ଏଥିରେ ଭର୍ତ୍ତି କରାଯାଇଛି । ଟ୍ୟୁବ୍ଟି ଯେତେବେଳେ କୌଣସି ଚାପ ସଂସ୍ପର୍ଶରେ ଆସେ, ସୂକ୍ଷ୍ମ କଣିକା ଗତିକରେ ଏବଂ ବୈଦ୍ୟୁତିକ ସଙ୍କେତ ପରିବର୍ତ୍ତନ ହୁଏ । ଧ୍ୱନି ତରଙ୍ଗ ମଧ୍ୟ ତରଙ୍ଗ ସୃଷ୍ଟିକରେ । ଏଥିସହ ବୈଦ୍ୟୁତିକ ସଙ୍କେତ ବିଭିନ୍ନ ଉପାୟରେ ପରିବର୍ତ୍ତନ ହୁଏ । ଚୁମ୍ବକୀୟ କ୍ଷେତ୍ର ସଙ୍କେତ ପରିବର୍ତ୍ତନ କରିଥିବା ମଧ୍ୟ ଗବେଷକମାନେ ଜାଣିବାକୁ ପାଇଛନ୍ତି ।